ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସରେ ଭାରତ ମାତାର ବୀର ସୁପୁତ୍ରଙ୍କୁ ନମନ କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 21 ଅକ୍ଟୋବର (ହି.ସ.)- ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସରେ ଭାରତ ମାତାର ବୀର ସୁପୁତ୍ରଙ୍କୁ ନମନ କରିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ର
ଆଜାଦ ହିନ୍ଦ ଫୌଜର     ପ୍ରତିଷ୍ଠା ଦିବସରେ ଭାରତ ମାତାର ବୀର ସୁପୁତ୍ରଙ୍କୁ ନମନ କଲେ ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, 21 ଅକ୍ଟୋବର (ହି.ସ.)- ଆଜାଦ ହିନ୍ଦ ଫୌଜର

ପ୍ରତିଷ୍ଠା ଦିବସରେ ଭାରତ ମାତାର ବୀର ସୁପୁତ୍ରଙ୍କୁ ନମନ କରିଛନ୍ତି ଉତର ପ୍ରଦେଶ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ

କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ହୁଂକାର, ରାଷ୍ଟ୍ରନିଷ୍ଠାର ଜ୍ୱଳା, ଆଜାଦ ହିନ୍ଦ

ଫୌଜର ସ୍ଥାପନା ଦିବସରେ ଭାରତ ମାତାର ବୀର ସୁପୁତ୍ରଙ୍କୁ କୋଟି କୋଟି ପ୍ରଣାମ ।

ଏହି ଦିବସ କେବଳ ଏକ ସଙ୍ଗଠନର

ଜନ୍ମର ସ୍ମରଣ ନୁହେଁ, ବରଂ ସେହି ଜ୍ୱାଳାର ସ୍ମରଣ, ଯାହା ଦେଶ ଆରାଧନାକୁ ରଣ ଆହ୍ୱାନ

ବନାଇଥିଲା, ପରତନ୍ତ୍ରତାର ବେଡିକୁ ଭାଙ୍ଗିବାର ସାହସ ଦେଇଥିଲା ଏବଂ ସ୍ୱାଧୀନ ଭାରତର ସ୍ୱରକୁ

ପୂରା ବିଶ୍ୱରେ ଗୁଂଜିତ କରିଥିଲା । ଜୟ ହିନ୍ଦ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande