ପୋଲିସ ସ୍ମୃତି ଦିବସରେ ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, 21 ଅକ୍ଟୋବର (ହି.ସ.) - ପୋଲିସ ସ୍ମୃତି ଦିବସରେ ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, କର୍ତ୍ତବ୍ୟ ପଥରେ ନିଜର ସର
ପୋଲିସ ସ୍ମୃତି ଦିବସରେ     ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, 21 ଅକ୍ଟୋବର (ହି.ସ.)

- ପୋଲିସ ସ୍ମୃତି

ଦିବସରେ ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉତର ପ୍ରଦେଶ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ

କହିଛନ୍ତି ଯେ, କର୍ତ୍ତବ୍ୟ ପଥରେ ନିଜର ସର୍ବସ୍ୱ ଅର୍ପଣ କରିଥିବା ସମସ୍ତ ଅମର ବଳିଦାନୀ ପୋଲିସ

କର୍ମୀଙ୍କୁ ପୋଲିସ ସ୍ମୃତି ଦିବସରେ ବିନମ୍ର ଶ୍ରଦ୍ଧାଂଜଳି ଜ୍ଞାପନ କରୁଛି ।

ଉତର ପ୍ରଦେଶ ପୋଲିସ

କର୍ମୀଙ୍କ ସେବା ଓ କର୍ତ୍ତବ୍ୟନିଷ୍ଠା ସମାଜ ପାଇଁ ଏକ ଆଦର୍ଶ ମଡେଲ ଅଟେ । ତାଙ୍କ ବଳିଦାନ ଦେଶର

ଆତ୍ମାରେ ଅଲିଭା ପ୍ରକାଶ ହୋଇ ସମସ୍ତଙ୍କୁ ପ୍ରେରିତ କରୁଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande