କେନ୍ଦୁଝର, 3 ଅକ୍ଟୋବର (ହି.ସ.) ଘଟଗାଁ ବ୍ଲକ ଅଧୀନ ମୁକ୍ତାପୁର ପଂଚାୟତ ର ଘଣ୍ଟି ଝରି ଓ ରାମଚନ୍ଦ୍ର ପୁର ର ମହାଦେବ ମନ୍ଦିର ପଡିଆ ରେ ପ୍ରଥମ ବାର୍ଷିକ ଶାରଦୀୟ ଦୁର୍ଗାପୂଜା, ଖୁବ ଧୁମ ଧାମ ରେ ଉକ୍ତ ଗ୍ରାମର ବାସିନ୍ଦା ପାଳନ କରିଛନ୍ତି ମାଙ୍କ ମଣ୍ଡପ ରେ ମୃଣ୍ମୟୀ ଦେବୀ ଙ୍କ ପୂଜା କର୍ମ କାଣ୍ଡ ବ୍ରାହ୍ମଣ, ମନୋଜ କୁମାର ମିଶ୍ର ଓକର୍ତ୍ତା, ପ୍ରେମାନନ୍ଦ ନାୟକ ସରକାର, କାଞ୍ଚନବାଳା ନିଷ୍ଠା ର ସହ ସମ୍ପାଦନ କରି ନବରାତ୍ର ପାଳନ ହୋଇ, କମିଟି ର ସଭ୍ୟ ଓ ସଭ୍ୟା ଯୋଗ ଦେଇ ଥିଲେ,ଦେବୀ ଙ୍କମଣ୍ଡପରେ ବ୍ରତ, ହୋମ, ଯଜ୍ଞ, ଆଳତୀ, ଆରତୀ, ଭକ୍ତ ଙ୍କ ସାଧାରଣ ଦର୍ଶନ ଓ ପୂଜାରେ ଆଖପାଖ ଗ୍ରାମ ମୁକ୍ତାପୁର, ମୁଦ୍ରାବେଡା, ଧନୁର୍ଯ୍ୟୟପୁର, ଭୋଳବେଡା, ଡଳଙ୍ଗପାଣି ଆଦି ଗ୍ରାମର ଭକ୍ତ ଙ୍କ ସମାଗମ ହୋଇ ଥିଲା, ପୂଜା ରେ ଭକ୍ତ ଙ୍କ ପାଇଁ ସୁ ବନ୍ଦୋବସ୍ତ କରି ପ୍ରସାଦ ବିତରଣ କରା ଯାଇଥିଲା, କମିଟି ର ସଦସ୍ୟ, ଅଜୟ ହାତୀ, ଲମ୍ବୋଦର ହାତୀ ଲଖ୍ମଣ ମୁଣ୍ଡା, ଯୁଧିଷ୍ଠିର ମହାକୁଡ଼, ଶତ୍ରୁଘନ ସେନାପତି କରୁଣାକର ମହାନ୍ତ କୈଳାଶ ମହାନ୍ତ, ଟିକି ନାୟକ, ଏସ ନାୟକ, ବୁଲୁ ହାତୀ ଭାଗବତ ନାୟକ, ତପନ ଦେବ, କ୍ଷୀର ନାୟକ, ବିବେକା ନାୟକ ପ୍ରମୁଖ ସମସ୍ତେ, ସହଯୋଗ କରି ଥିଲେ ଶୁକ୍ରବାର ମା ଦୁର୍ଗା ଙ୍କ ଭସାଣି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA