କୁକୁଡାଖଣ୍ଡି ବ୍ଳକରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ହେଉନି
ଗଞ୍ଜାମ, ୩ ଅକ୍ଟୋବର (ହି.ସ.)- କୁକୁଡାଖଣ୍ଡି ବ୍ଳକର ସିଏଚସି, ପିଏଚସି ଓ ସବସେଣ୍ଟର ଗୁଡିକରେ ଆୟୁଷ୍ମାନ ଆରୋଗ୍ଯ ଶିବିର (ମାଗଣା ସ୍ୱାସ୍ଥ୍ଯମେଳା) ନିୟମିତ ପ୍ରତି ମାସରେ ହେଉନାହିଁ । ଶିବିର ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଘଟଣାର
କୁକୁଡାଖଣ୍ଡି ବ୍ଳକରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ହେଉନି


ଗଞ୍ଜାମ, ୩ ଅକ୍ଟୋବର (ହି.ସ.)-

କୁକୁଡାଖଣ୍ଡି ବ୍ଳକର ସିଏଚସି, ପିଏଚସି ଓ ସବସେଣ୍ଟର ଗୁଡିକରେ ଆୟୁଷ୍ମାନ ଆରୋଗ୍ଯ ଶିବିର (ମାଗଣା ସ୍ୱାସ୍ଥ୍ଯମେଳା) ନିୟମିତ ପ୍ରତି ମାସରେ ହେଉନାହିଁ । ଶିବିର ପାଇଁ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande