ଜୟପୁର, 3 ଅକ୍ଟୋବର (ହି.ସ.)
ଜେଶ୍ବରୀ ପରଜା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି l ସେ ଆଜି ଜୟପୁର ଉପ ଜିଲ୍ଲାପାଳ ଅକା ବରମ ଶାଶ୍ୟ ରେଡ଼ି ଓ କୁନ୍ଦୁରା ବିଡ଼ିଓ ପି.ମନସ୍ମିତାଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି l ସେ ତାଙ୍କ ରେଡ୍ଡୀ ଏବଂ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଇସ୍ତଫା ପତ୍ରରେ ବିଗତ ଚାରି ବର୍ଷ ହେ ବର୍ଷ ହେବ ବ୍ଲକ ଅଧ୍ୟକ୍ଷା ପଦବୀରେ ରହି ଠିକ୍ ଭାବେ ତୁଲାଇ ଆସୁଥିଲେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଓ ତାଙ୍କ ଦାୟିତ୍ବ ଠିକ୍ ପାରିବା ବାରିକ ସମସ୍ୟା ହେତୁ ତାଙ୍କ ଦାୟିତ୍ବ ଠିକ ରେ ତୁ ତୁଲାଇ ପାରୁ ନାହାନ୍ତି । ସେ କୌଣସି ଚାପରେ ନ ପଡ଼ି ନିଜ ସ୍ବଇଚ୍ଛାରେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି l ସୂଚନା ନା ଥାଉକି, ଉକି, ଶ୍ରୀମତି ପରଜା କଂଗ୍ରେସ ଦଳଗ ସମର୍ଥୀତ ସମିତି ସଭ୍ୟା ଥିଲେ l ତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗତ ଜୁଲାଇ ମାସ ୭ ତାରିଖରେ କଂଗ୍ରେସ ସମର୍ଥାତ ୫ ସରପଞ୍ଚ ଓ ୩ ସମିତି ସଭ୍ୟସଭ୍ୟାଙ୍କ ସମେତ ୪୦ ରୁ ଉଦ୍ଧ ନେତା ଓ କର୍ମୀ ଦଳ ଛାଡ଼ିଥିଲେ l ସେବେଠାରୁ ଅଧ୍ଯକ୍ଷାଙ୍କ ପଦବୀ ଟଳମଳ ଥୁଲା l ପରବର୍ତ୍ତୀ ସମୟରେ ବ୍ଲକ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ଏକ ଛୋଟ କଥାରେ ମନ ମାଳିନ୍ୟ ହୋଇଛି ଖୁବ୍ ଶୀଘ୍ର ସମସ୍ତ ପ୍ରତିନିଧୂ ଓ କର୍ମକର୍ତ୍ତା ଘର ବାହୁଡ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ କିନ୍ତୁ ତାହା ସଫଳ ହେଲା ନାହିଁ l ଗତ ଅଗଷ୍ଟ ମାସ ୭ ତାରିଖରେ ବ୍ଲକର ୩୨ ଜଣ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଏକତ୍ରୀତ ଭାବେ ବ୍ଲକ ଉପାଧ୍ଯକ୍ଷ ତରୁଣୀ ସେନ ବିଶୋୟୀଙ୍କ ନେତୃତ୍ବରେ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ଯଥା ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସମିତି ବୈଠକ ନ କରି ନିଜ ଇଚ୍ଛା ଅନୁସାରେ ,Г ମାସକୁ ଥରେ ବୈଠକ କରିବା, ନିୟମ ଥିଲେ ବି ଷ୍ଟାଣ୍ଡିଂ କମିଟି ଗଠନ ନ କରିବା, କମିଟି ନଥୁବା ଦ୍ବାରା ପଞ୍ଚାୟତ ମାନଙ୍କରେ ଚାଲିଥିବା କୌଣସି କାର୍ଯ୍ୟର ତଦାରଖ ପାଇଁ ପ୍ରତିନିଧୂଙ୍କୁ ସୁଯୋଗ ନ ମିଳିବା, ବାର୍ଷିକ କାର୍ଯ୍ୟ ଖସଡ଼ାରେ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାଙ୍କ ସହ ଆଲୋଚନା ନକରି ନିଜ ଇଚ୍ଛା ମୁତାବକ ପ୍ରସ୍ତୁତ କରିବା l ଏହା ଦ୍ବାରା ପ୍ରତିନିଧୂ ନିଜ ପଞ୍ଚାୟତ ମାନଙ୍କରେ ଜନ ସାଧାରଣଙ୍କ ଦ୍ବାରା ଆକ୍ରୋଶର ଶିକାର ହେବା, ଅଧ୍ଯକ୍ଷା ଦାୟିତ୍ବ ୟିତୃ ନେବାର ତିନି ବର୍ଷ ପ ପରେ ବି ଥରେ ହେଲେ କୌଣସି ପଞ୍ଚାୟତକୁ ପ ପରିଦର୍ଶନ ନ କରିବା ଆଦି ଅଭିଯୋଗ ନେଇ ଉପ ଜିଲ୍ଲାପାଳ ସୁଶ୍ରୀ ରେଡ୍ଡୀଙ୍କୁ ଭେଟି ଅନାସ୍ଥା ପ୍ରସ୍ ପ୍ରସ୍ତାବ ସହ ଶପଥ ପାଠ କରିଥିଲେ l ଏ ନେଇ ବି ଡି ଓ ମନସ୍ମିତାଙ୍କୁ ପଚାରିବାରୁ ଅନାସ୍ଥାକୁ ନେଇ ସରକାରୀ ସ୍ବରରେ ରେ କାର୍ଯ୍ୟାନୁଷ୍ଠାନ ହୋଇଛି, ଆସନ୍ତା କାଲି (୨୪) ଅନାସ୍ଥା ଭୋଟ ପାଇଁ ସମସ୍ତ ମସ୍ତ ପ୍ରସ୍ତୁତି ସରିଛି । ଆଜି ଅ ଅଧ୍ଯକ୍ଷା ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି ତା ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ଜିଲ୍ଲାପା ଜିଲ୍ଲାପାଳ ଏବଂ ଉପ ଜିଲାପାଳଙ୍କ ନିକଟକୁ ପଠାଇଛନ୍ତି l ତାଙ୍କ ଠାରୁ ଯାହା ନିର୍ଦ୍ଦେଶ ର୍ଦ୍ଦଶ ଆସିବ ସେ ଅନୁସାରେ କା କାର୍ଯ୍ୟକାରୀ କ କରାଯିବ, ଅନାସ୍ଥା ଭୋଟ ପରିଚାଳନା ଦାୟିତ୍ବରେ ତହସିଲଦାର ରହିଛନ୍ତି ଛନ୍ତି ବୋଲି କହିଛନ୍ତି l ମାଜିଷ୍ଟ୍ରେଟ ତଥା ତହସିଲଦାର ବିନୋଦ କୁମାର ନାଏକଙ୍କୁ ପଚାରିବାରୁ ନାରୁ ଆସନ୍ତା କାଲି ଅନାସ୍ଥା ଭୋଟ ନିମନ୍ତେ ତାଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି, ସେ ସେଥିପାଇଁ ପ୍ରସ୍ତୁତ ରହିଛନ୍ତି । ଅଧ୍ଯକ୍ଷାଙ୍କ ଇସ୍ତଫା ପରେ ତାଙ୍କ ନିକଟକୁ କୌଣସି ନିର୍ଦ୍ଦେଶ ଆସିନାହିଁ, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ତାହା ପାଳନ କରାଯିବ ବୋଲି ଥିବା ସେ କହିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି