ଭୁବନେଶ୍ୱର, 3 ଅକ୍ଟୋବର (ହି.ସ.)- ଏସଆଇ ନିଯୁକ୍ତି
କେଳେଙ୍କାରୀ ନେଇ ବିରୋଧୀଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଜବାବ ଦେଇଛନ୍ତି । ସେ
କହିଛନ୍ତି ଯଦି ଶାସକ ଦଳର ସଂମ୍ପୃକ୍ତି ଥାନ୍ତା, ଆମେ ପରୀକ୍ଷା କାହିଁ ବନ୍ଦ କରିଥାନ୍ତିୁ । ଏଇଟା ଗୋଟେ କ୍ରୋନିକ
ଡିଜିଜ୍ ହୋଇଛି । ଭଲ କରିବାକୁ ଅପରେସନ ଦରକାର । ମଲମ ମାରିଲେ ହେବନି । ଯେଉଁମାନେ କରିଛନ୍ତି
ଭିଡରେ ଚୋର ଚୋର କହି ଦୃଷ୍ଟି ଡାଇଭର୍ଟ କରିବାକୁ ଚେଷ୍ଟା କରୁଛନ୍ତି, ଖସି ଯିବେ କଣ ଯେଉଁମାନେ
କରିଛନ୍ତି ଲୋକ ତାଙ୍କୁ ବିଦା କରିଦେଲେଣି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା