କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣର ଭୂଟାନ ଯାତ୍ରା ରଦ୍ଦ, ସିଲିଗୁଡ଼ୀରେ ରାତ୍ରୀ ବିଶ୍ରାମ କରି ଫେରିଲେ ଦିଲ୍ଲୀ
ସିଲୀଗୁଡ଼ି, ୩୧ ଅକ୍ଟୋବର(ହି.ସ.) – ଖରାପ ପାଗ କାରଣରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭୁଟାନ ଯାତ୍ରା ରଦ୍ଦ ହେବା ପରେ ସେ ସିଲୀଗୁଡ଼ିରେ ରାତ୍ରୀ ବିଶ୍ରାମ କରିଛନ୍ତି ଏବଂ ଶୁକ୍ରବାର ସକାଳେ ଦିଲ୍ଲୀ ଫେରିଛନ୍ତି। ଏକଦିନ ପୂର୍ବ ଭୁଟାନର ପାରୋ ଏୟାରପୋର୍ଟରେ ଓହ୍ଲାଇବା ପରେ ବିଫଳ ରହିବା
କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣର ଭୂଟାନ ଯାତ୍ରା ରଦ୍ଦ, ସିଲିଗୁଡ଼ୀରେ ରାତ୍ରୀ ବିଶ୍ରାମ କରି ଫେରିଲେ ଦିଲ୍ଲୀ


ସିଲୀଗୁଡ଼ି, ୩୧ ଅକ୍ଟୋବର(ହି.ସ.) – ଖରାପ ପାଗ କାରଣରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭୁଟାନ ଯାତ୍ରା ରଦ୍ଦ ହେବା ପରେ ସେ ସିଲୀଗୁଡ଼ିରେ ରାତ୍ରୀ ବିଶ୍ରାମ କରିଛନ୍ତି ଏବଂ ଶୁକ୍ରବାର ସକାଳେ ଦିଲ୍ଲୀ ଫେରିଛନ୍ତି।

ଏକଦିନ ପୂର୍ବ ଭୁଟାନର ପାରୋ ଏୟାରପୋର୍ଟରେ ଓହ୍ଲାଇବା ପରେ ବିଫଳ ରହିବା ପରେ ଅର୍ଥମନ୍ତ୍ରୀଙ୍କ ବିମାନର ବାଗଡୋଗରା ଏୟାରପୋର୍ଟରେ ଜରୁରୀକାଳୀନ ଲ୍ୟାଣ୍ଡି କରାଯାଇଛି। ସିଲିଗୁଡ଼ିର ଏକ ହୋଟେଲ୍‌ରେ ରାତିସାରା ରହିବା ପରେ ଅର୍ଥମନ୍ତ୍ରୀ ଶୁକ୍ରବାର ସକାଳେ ବାଗଡୋଗରା ଏୟାରପୋର୍ଟରେ ପହଂଚିଛନ୍ତି। ଯେଉଁଠାରେ ବିଜେପି ନେତାମାନେ ଏବଂ କାର୍ଯ୍ୟକର୍ତାମାନେ ଅର୍ଥମନ୍ତ୍ରୀଙ୍କ ସ୍ୱାଗତ କରିଛନ୍ତି। ଏହାପରେ ଅର୍ଥମନ୍ତ୍ରୀ ଦିଲ୍ଲୀ ପାଇଁ ବାହାରିଯାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande