ଲକ୍ଷ୍ମୀପୁର ଅଞ୍ଚଳରେ ବାଘ ଆତଙ୍କ
ଗଂଜାମ, 31 ଅକ୍ଟୋବର (ହି.ସ.) ଗଞ୍ଜାମ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଲୋକେ ଏହି ଏଅଞ୍ଚଳରେ ଵାଘଟିଏ ବୁଲୁଥିବା ଦେଖି ଭୟଭୀତ ହୋଇ ପଡିଛନ୍ତି। ଘଟଣା ସମ୍ପର୍କରେ ଜଙ୍ଗଲ ବିଭାଗକୁ ଅଵଗତ କରାଯିଵା ପରେ ଜଙ୍ଗଲ ବିଭାଗ ପକ୍ଷରୁ ଏସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ----------
ଲକ୍ଷ୍ମୀପୁର ଅଞ୍ଚଳରେ ବାଘ ଆତଙ୍କ


ଗଂଜାମ, 31 ଅକ୍ଟୋବର (ହି.ସ.)

ଗଞ୍ଜାମ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଲୋକେ ଏହି ଏଅଞ୍ଚଳରେ ଵାଘଟିଏ ବୁଲୁଥିବା ଦେଖି ଭୟଭୀତ ହୋଇ ପଡିଛନ୍ତି। ଘଟଣା ସମ୍ପର୍କରେ ଜଙ୍ଗଲ ବିଭାଗକୁ ଅଵଗତ କରାଯିଵା ପରେ ଜଙ୍ଗଲ ବିଭାଗ ପକ୍ଷରୁ ଏସମ୍ପର୍କରେ ଅନୁଧ୍ୟାନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande