
ଜୟପୁର, 31 ଅକ୍ଟୋବର (ହି.ସ.)ଜୟପୁର ମୁଖ୍ୟ ରାସ୍ତାର ପୋଲିସ ଫାଣ୍ଡି ସମ୍ମୁଖରେ ଓ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ଉଠା ଦୋକାନି ବସିଥିବା ବଲେ ତାହାକୁ ଉଛେଡ କରାଯାଇଛି । ଜୟପୁର ଉପ ଜିଲାପାଳ ତଥା ପୌର କାଯ୍ୟନିବାହି ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି ଙ୍କ ନିଦ୍ଦେଷ କ୍ରମେ ପୌର ପାଳିକା ଉଛେଦ କରିଛି । ଅମିନ ଶୁଭସ୍ମିତା ଜେନା, ପରିମଳ ନିରିକ୍ଷକ ଭୁବୁନି ହାଲବା ଓ ସତ୍ୟ ନାରାୟଣ ପାତ୍ର, ଟାଉନ ପୋଲିସ ଉଛେଦ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି