ପିତବାସ ପଣ୍ଡା ହତ୍ୟା ମାମଲା ମୋକଦ୍ଦମା ଲଢ଼ିବାକୁ ହାଇକୋର୍ଟର ଓକିଲ ନିଯୁକ୍ତି ପାଇଁ ଚିଠି
ଗଞ୍ଜାମ, ୩୧ ଅକ୍ଟୋବର(ହି.ସ.) – ବହୁ ଚର୍ଚ୍ଚିତ ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ମୋକଦ୍ଦମା ଲଢିବାକୁ ବ୍ରହ୍ମପୁରଏସ୍‌ପିଡକ୍ଟରସରଣା ବିବେକ ଏମ୍ ଓଡିଶା ଡିଜି କୁଂ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମକଦ୍ଦମା ହୋଇଥିବାରୁ ଏବଂ ହତ୍‌ଯାଅଭିଯୁକ୍ତ ବିକ୍ରମପଣ୍ଡା ଓ ଅନ୍ୟ ସହଯ
ପିତବାସ ପଣ୍ଡା ହତ୍ୟା ମାମଲା ମୋକଦ୍ଦମା ଲଢ଼ିବାକୁ ହାଇକୋର୍ଟର ଓକିଲ ନିଯୁକ୍ତି ପାଇଁ ଚିଠି


ଗଞ୍ଜାମ, ୩୧ ଅକ୍ଟୋବର(ହି.ସ.) – ବହୁ ଚର୍ଚ୍ଚିତ ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ମୋକଦ୍ଦମା ଲଢିବାକୁ ବ୍ରହ୍ମପୁରଏସ୍‌ପିଡକ୍ଟରସରଣା ବିବେକ ଏମ୍ ଓଡିଶା ଡିଜି କୁଂ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମକଦ୍ଦମା ହୋଇଥିବାରୁ ଏବଂ ହତ୍‌ଯାଅଭିଯୁକ୍ତ ବିକ୍ରମପଣ୍ଡା ଓ ଅନ୍ୟ ସହଯୋଗୀକଂପାଇଁ ବ୍ରହ୍ମପୁରର ୫୦ରୁଉର୍ଦ୍ଧ ଆଇନ ଜୀବି ଫକ୍ଷ ନେଇ ମୋକଦ୍ଦମା ଲଢୁଥିବାରୁ ଏହାକୁ ପ୍ରତିହତକରିବା ପାଇଁ ହାଇକୋର୍ଟର ଦୁଇଜଣ ବରିଷ୍ଠ ଓକିଲ ଅବିନାଶ ପାଢିଓକାଳୀଚରଣ ପାଢୀକୁଂ ନିଯୁକ୍ତି କରିବାକୁ ଏସପି ପତ୍ର ଲେଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande