
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ଓଡ଼ିଶାରୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ପାଇଥିବା ପୋଲିସ କର୍ମୀଙ୍କୁ
ଶୁଭେଚ୍ଛା ଜଣାଇଛନ୍ତି ଡିଜିପି ।
ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ସାଧନା ପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ 2025
ସହିତ ସମ୍ମାନିତ ହୋଇଥିବାରୁ ଅତିରିକ୍ତ ଏସପି ଅନିଲ କୁମାର ଦାସ,
ଇନ୍ସପେକ୍ଟର
ହିମାଂଶୁ ଭୂଷଣ ସ୍ୱାଇଁ ଓ ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କୁ ଅଭିନନ୍ଦନ। ଓଡ଼ିଶାର ଡିଜିପି
ସମସ୍ତ ପଦକ ପ୍ରାପ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା