ଦେଶର ସବୁଠୁ କମ୍ ପ୍ରଦୂଷିତ ସ୍ଥାନର ତାଲିକାରେ ଚତୁର୍ଥ ନମ୍ବରରେ ଝାନ୍ସି, ରୋହତକର ସ୍ଥିତି ସବୁଠୁ ଖରାପ
ଝାନ୍ସି, 31 ଅକ୍ଟୋବର (ହି.ସ.) -ସେଣ୍ଟ୍ରାଲ ପଲ୍ଲୁସନ କଂଟ୍ରୋଲ ବୋର୍ଡ ଦେଶର 243ଟି ସହରର ବାୟୁ ପ୍ରଦୂଷଣ ସୂଚୀ ଜାରି କରିଛି। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶର ଝାନ୍ସି ସହରକୁ ବର୍ତ୍ତମାନ ଦେଶର ସବୁଠାରୁ କମ ପ୍ରଦୂଷିତ ସହରମାନଙ୍କ ମଧ୍ୟରେ ଚତୁର୍
ଦେଶର ସବୁଠୁ କମ୍ ପ୍ରଦୂଷିତ ସ୍ଥାନର ତାଲିକାରେ ଚତୁର୍ଥ ନମ୍ବରରେ ଝାନ୍ସି, ରୋହତକର     ସ୍ଥିତି ସବୁଠୁ ଖରାପ


ଝାନ୍ସି, 31 ଅକ୍ଟୋବର (ହି.ସ.) -ସେଣ୍ଟ୍ରାଲ ପଲ୍ଲୁସନ କଂଟ୍ରୋଲ ବୋର୍ଡ

ଦେଶର 243ଟି ସହରର ବାୟୁ ପ୍ରଦୂଷଣ ସୂଚୀ ଜାରି କରିଛି। ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ

ଉତ୍ତର ପ୍ରଦେଶର ଝାନ୍ସି ସହରକୁ ବର୍ତ୍ତମାନ ଦେଶର ସବୁଠାରୁ କମ ପ୍ରଦୂଷିତ ସହରମାନଙ୍କ ମଧ୍ୟରେ

ଚତୁର୍ଥ ସ୍ଥାନ ମିଳିଛି।

ମୋନ୍ଥା ଝଡ଼ ଦ୍ୱାରା ହୋଇଥିବା ବର୍ଷାର ପରିଣତିରେ ଝାନ୍ସିର ଏୟାର କ୍ୱାଲିଟି ଇଣ୍ଡେକ୍ସ

ହ୍ରାସ ପାଇ 20ରେ ପହଞ୍ଚିଛି, ଯାହା ଏହାକୁ ଶୁଦ୍ଧ ବାୟୁ ଥିବା ସହରମାନଙ୍କ ତାଲିକାରେ ଚତୁର୍ଥ

ସ୍ଥାନ ଦେଇଛି।

ବର୍ଷାର କାରଣରେ ବାୟୁରେ ଥିବା ପ୍ରଦୂଷଣ କଣିକାଗୁଡ଼ିକ ଧୋଇଯାଇଛି, ଯାହାର ଫଳରେ ସହରବାସୀମାନେ

ଶୁଦ୍ଧ ପବନ ଶ୍ୱାସ ନେବାର ଅବସର ପାଇଛନ୍ତି।

ଦେଶରେ ସବୁଠାରୁ ଶୁଦ୍ଧ ବାୟୁ ଓ ସବୁଠାରୁ କମ ଏକ୍ୟୁଆଇଛତିଶଗଡ଼ର କୁଞ୍ଜେମୁରାର

(16) ରହିଛି। ତାଲିକାରେ ବାରିପଡ଼ା (18) ଦ୍ୱିତୀୟ, ଉଟି (19) ତୃତୀୟ ଏବଂ ଗାଙ୍ଗଟକ ଓ ନୟାଗଡ଼ (21) ସଂଯୁକ୍ତ ଭାବରେ

ପଞ୍ଚମ ସ୍ଥାନରେ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande