
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)-ବିଏମସି ଅଫିସ ଆଗରେ ବସ୍ତି ବାସିନ୍ଦାଙ୍କ ଧାରଣା । ଧାରଣାରେ
ବସିଛନ୍ତି ଲକ୍ଷ୍ମୀସାଗର ୱାର୍ଡ ନଂ 43 ପାନବରଜ ବସ୍ତି ବାସିନ୍ଦା
। ସୁଧରେ ଆଣି ବିଏମସିକୁ ଦେଲେ ଟଙ୍କା। ହେଲେ ଟଙ୍କା ନେବାର 9 ମାସ ପରେ ମଧ୍ୟ ଘର ଦେଉନାହିଁ ବିଏମସି । ଯାହାକୁ ବିରୋଧ କରି ବିଏମସିଅଫିସ ଆଗରେ ବସ୍ତି ବାସିନ୍ଦା ଧାରଣା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା