ଗଂଜାମ, 4 ଅକ୍ଟୋବର (ହି.ସ.)
ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ,୧୫ତମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଆସନ୍ତା ୫ତାରିଖ ସକାଳ ଦଶଘଣ୍ଟା ସମୟରେ ଛତ୍ରପୁର ପବ୍ଲିକ ସ୍କୁଲ ରେ ଅନୁଷ୍ଠିତ ହେବ ଵୋଲି ଜିଲା ଶାଖା ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ