ଚାକିରୀ ପିତ୍ତଳରେ ରହୁଛନ୍ତି ହିଞ୍ଜିଳିକାଟୁରେ
ଗଞାମ, ୪ ଅକ୍ଟୋବର (ହି.ସ.)- ଶେରଗଡ ଵ୍ଳକର ପିତଳ଼଼ ଅଞ୍ଚଳ ପାଇଁ ନିଯୁକ୍ତି ପାଇଥିବା ଏଲଏଚଭି ପିତଳ ହେଡକ୍ୱାଟର୍ସ ରେ ନରହି ଏଠାରୁ ଆଠ କିଲୋମିଟର ଦୂର ହିଞ୍ଜିଳିକାଟୁ ବ୍ଳକର ହିଞ୍ଜିଳିକାଟୁରେ ରହୁଛନ୍ତି। ପିତଳ ଅଞ୍ଚଳ ପାଇଁ ‌ନିଯୁକ୍ତି ପାଇଥିଵାରୁ ସେ ମାସିକ‌ ହଜାର‌ ହଜାର ଟଙ୍କା ଦରମା‌ ଵାବଦରୁ ରାଜକ
ଚାକିରୀ ପିତ୍ତଳରେ ରହୁଛନ୍ତି ହିଞ୍ଜିଳିକାଟୁରେ


ଗଞାମ, ୪ ଅକ୍ଟୋବର (ହି.ସ.)- ଶେରଗଡ ଵ୍ଳକର ପିତଳ଼଼ ଅଞ୍ଚଳ ପାଇଁ ନିଯୁକ୍ତି ପାଇଥିବା ଏଲଏଚଭି ପିତଳ ହେଡକ୍ୱାଟର୍ସ ରେ ନରହି ଏଠାରୁ ଆଠ କିଲୋମିଟର ଦୂର ହିଞ୍ଜିଳିକାଟୁ ବ୍ଳକର ହିଞ୍ଜିଳିକାଟୁରେ ରହୁଛନ୍ତି। ପିତଳ ଅଞ୍ଚଳ ପାଇଁ ‌ନିଯୁକ୍ତି ପାଇଥିଵାରୁ ସେ ମାସିକ‌ ହଜାର‌ ହଜାର ଟଙ୍କା ଦରମା‌ ଵାବଦରୁ ରାଜକୋଷରୁ ଲୁଣ୍ଠନ କରୁଛନ୍ତି। ମାସକ‌ ମଧ୍ଧରେ‌ ସେ ମାତ୍ର ଚାରିଦିନ ଏଠାକୁ ଆସି‌ ମାସକ‌ ଯାକର‌ କାର୍ଯ୍ଯ‌ ଦେଖାନ୍ତି।‌ ଏହାଦ୍ୱ।ରା ଏ ଅଞ୍ଚଳର ଶିଶୁ ମହିଳା ମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande