ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର।
ଖୋର୍ଦ୍ଧା, 4 ଅକ୍ଟୋବର (ହି.ସ.) ଗତକାଲି ଖୋର୍ଦ୍ଧା ପୋଲିସ ରାସ୍ତା କଡ଼ରୁ ଏକ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର କରିଛି। ତେବେ ମୃତ ନବଜାତ ଶିଶୁ କନ୍ୟାଟି ୪କିମ୍ବା ୫ଦିନର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ହଳଦିପଦା ପାଟପୁର ରାସ୍ତା କଡ଼ରେ ଏକ ମୃତ ନବ
ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର।


ଖୋର୍ଦ୍ଧା, 4 ଅକ୍ଟୋବର (ହି.ସ.) ଗତକାଲି ଖୋର୍ଦ୍ଧା ପୋଲିସ ରାସ୍ତା କଡ଼ରୁ ଏକ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର କରିଛି। ତେବେ ମୃତ ନବଜାତ ଶିଶୁ କନ୍ୟାଟି ୪କିମ୍ବା ୫ଦିନର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ହଳଦିପଦା ପାଟପୁର ରାସ୍ତା କଡ଼ରେ ଏକ ମୃତ ନବଜାତ ଶିଶୁ କନ୍ୟା ପଡିଥିବାର ଦେଖି ଖୋର୍ଦ୍ଧା ଟାଉନ ପୋଲିସକୁ ସୂଚନା ଦେଇଥିଲେ। ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ୫୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ନେଇ ଟାଉନ ଥାନା ଅଧିକାରୀ ସଞ୍ଜୟ ନାୟକ ସୁଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande