ପୋଲିସ୍ ଏସଆଇ ପରୀକ୍ଷା ଦୁର୍ନୀତିର ତଦନ୍ତ ପାଇଁ କ୍ରାଇମବ୍ରାଂଚକୁ ଲେଖିଛୁ - ଓପିଆରବି ଅଧ୍ୟକ୍ଷ
ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ପୋଲିସ୍ ଏସଆଇ ପରୀକ୍ଷା ଦୁର୍ନୀତି ନେଇ ଓପିଆରବିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଅଧକ୍ଷ ସୁଶାନ୍ତ କୁମାର ନାଥ ପ୍ରତିକ୍ରିୟା ଦେଇ କହିଛନ୍ତି ଆମେ କ୍ରାଇମବ୍ରାଂଚକୁ ଲେଖିକି ଦେଇଛୁ । ସେ ସେହି ଅନୁଯାଇ ତଦନ୍ତ କରୁଛନ୍ତି । ଏନେଇ ଗୋଟି
ପୋଲିସ୍ ଏସଆଇ ପରୀକ୍ଷା ଦୁର୍ନୀତିର ତଦନ୍ତ ପାଇଁ କ୍ରାଇମବ୍ରାଂଚକୁ ଲେଖିଛୁ - ଓପିଆରବି ଅଧ୍ୟକ୍ଷ


ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ପୋଲିସ୍ ଏସଆଇ ପରୀକ୍ଷା ଦୁର୍ନୀତି ନେଇ ଓପିଆରବିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଅଧକ୍ଷ ସୁଶାନ୍ତ କୁମାର ନାଥ ପ୍ରତିକ୍ରିୟା ଦେଇ କହିଛନ୍ତି ଆମେ କ୍ରାଇମବ୍ରାଂଚକୁ ଲେଖିକି ଦେଇଛୁ । ସେ ସେହି ଅନୁଯାଇ ତଦନ୍ତ କରୁଛନ୍ତି । ଏନେଇ ଗୋଟିଏ ମାମଲା ରୁଜୁ ହୋଇଛି । ତାର ଫଳାଫଳକୁ ଅପେକ୍ଷା କରିଛୁ। ତାପରେ ଆମେ ପରବର୍ତୀ କାର୍ଯ୍ୟକ୍ରମ ନିର୍ଦିଷ୍ଟ ଭାବରେ ଘୋଷଣା କରିବୁ। ସମସ୍ତ ପିଲା ଭଲରେ ପରୀକ୍ଷା ଦେବେ। କିଛି ବ୍ୟସ୍ତ ହେବାର ନାହିଁ। ସମୟ ଆସିଲେ ତାରିଖ ଘୋଷଣା କରିବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande