୬ରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ
ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ଆସନ୍ତା ଅକ୍ଟୋବର ୬ ତାରିଖରେ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରୀୟ ଲୋକଦଳର ନ୍ୟାସନାଲ ପ୍ରେସିଡେଂଟ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ । ଶନିବାର ଦିନ ଓଡିଶା ରାଷ୍ଟ୍ରୀୟ ଲୋକଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ଏହି ଦିନିଆ ଗସ୍ତରେ
୬ରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ


ଭୁବନେଶ୍ୱର , ୦୪ ଅକ୍ଟୋବର (ହି.ସ.) - ଆସନ୍ତା ଅକ୍ଟୋବର ୬ ତାରିଖରେ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରୀୟ ଲୋକଦଳର ନ୍ୟାସନାଲ ପ୍ରେସିଡେଂଟ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ । ଶନିବାର ଦିନ ଓଡିଶା ରାଷ୍ଟ୍ରୀୟ ଲୋକଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ଏହି ଦିନିଆ ଗସ୍ତରେ ଜୟନ୍ତ ଚୌଧୁରୀ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଓଡିଶା ରାଷ୍ଟ୍ରୀୟ ଲୋକଦଳ ସଭାପତି ଜିତେନ୍ଦ୍ର କୁମାର ହାତୀ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande