ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)-ଦିଲ୍ଲୀ ଗସ୍ତରେ ଗଲେ
ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ମନମୋହନଙ୍କ
ଏହି ଦିଲ୍ଲୀ ଗସ୍ତ ରାଜ୍ୟ ବିଜେପି ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ଏହି ଅବସରରେ ସରକାର ଏବଂ
ସଙ୍ଗଠନ ପାଇଁ ବିଜେପି ରାଜ୍ୟ ସଭାପତି ଦଳର ଶୀର୍ଷ ନେତୃତ୍ଵଙ୍କ ସହ କରିବେ ଆଲୋଚନା । ବିଶେଷ
କରି ଆଗକୁ ନୂଆପଡ଼ା ଉପନିର୍ବାଚନ ବିଜେପି କାହାକୁ କରିବ ପ୍ରାର୍ଥୀ ତାକୁ ନେଇ ମଧ୍ୟ ମନମୋହନ
ଦଳୀୟ ନେତାଙ୍କ ସହ କରିବେ ବିଚାର ବିମର୍ଶ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା