ଏସଆଇ ପରୀକ୍ଷା ଘୋଟାଲା ମାମଲାର ତଦନ୍ତ କରିବେ ଡିଏସପି ରତ୍ନପ୍ରଭା
ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.) ଏସଆଇପରୀକ୍ଷା ଘୋଟାଲା ମାମଲା ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ଦାୟିତ୍ବ ଦିଆଯାଇଛି । ଗଂଜାମ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲାର ତନ୍ତ କ୍ରାଇମବ୍ରାଞ୍ଚ କରିବା ନେଇ ବିଧିବଦ୍ଧ ନୋଟିସ ଜାରି ହୋଇଛି । ମା
ଏସଆଇ ପରୀକ୍ଷା ଘୋଟାଲା ମାମଲାର ତଦନ୍ତ କରିବେ ଡିଏସପି ରତ୍ନପ୍ରଭା


ଭୁବନେଶ୍ୱର, 4 ଅକ୍ଟୋବର (ହି.ସ.)

ଏସଆଇପରୀକ୍ଷା ଘୋଟାଲା ମାମଲା ଖୋଳତାଡ଼

ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ଦାୟିତ୍ବ ଦିଆଯାଇଛି । ଗଂଜାମ

ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ମାମଲାର ତନ୍ତ କ୍ରାଇମବ୍ରାଞ୍ଚ କରିବା ନେଇ ବିଧିବଦ୍ଧ ନୋଟିସ

ଜାରି ହୋଇଛି । ମାମଲାର ତଦନ୍ତରେ ଡିଏସପି ରତ୍ନପ୍ରଭାଙ୍କୁ

ସୁପରଭାଇଜ କରିବେ କ୍ରାଇମବ୍ରାଞ୍ଚ ଏସପିଅନୀଲ କୁମାର ବେହୁରିଆ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande