ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଓଡ଼ିଶାର ଏକମାତ୍ର ସମୋଲାଚନା ମୂଳକ ସାହିତ୍ୟ ପତ୍ରିକା ‘ଆକଳନ’ ପୂଜା ସଂଖ୍ୟାର ଏକ ଅୋଲାଚନା ଆସର ମେହନ୍ଦ୍ର ଭବନେର ଆଜି ଅନୁଷ୍ଠିତ ହୋଇଯାଇଛି। ପତ୍ରିକାର ସଂପାଦକ ଡ. ଶଶଧର ଦାସଙ୍କ ପେୌରାହିତ୍ୟେର ଅନୁଷ୍ଠିତ ଏହି ସଭୋର ବିଶିଷ୍ଟ ଗାଳ୍ପିକ ଓ ଶିକ୍ଷାବିତ୍ ପ୍ରେଫସର ଶେୈଳନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଓ ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶେୁଭନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭୋବ ଯୋଗେଦଇଥେôଲ। ପ୍ରେଫସର ମହାପାତ୍ର କହେିଲ ଜେଣ ସମୋଲାଚକ ସାହିତ୍ୟ ସୃଷ୍ଟିର ଅନ୍ତନିର୍ହିତ ଚେତନା ଓ ଅଭିବ୍ୟକ୍ତିକୁ ପ୍ରେବଶ କରିବା ଉଚିତ୍। ସେ ପାଶ୍ଚାତ୍ୟ ସମୋଲାଚକଙ୍କ ଦୃଷ୍ଟେିକାଣକୁ କେବଳ ଉଦୃତି ଭାବେର ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥେôଲ। ଆକଳନ ର ପୂଜା ସଂଖ୍ୟା ବିଶିଷ୍ଟ କବି ଦିବଂଗତ ରମାକାନ୍ତ ରଥଙ୍କ ସଂପକର୍ରେ ଏକ ବେିଶଷାଙ୍କ ହୋଇଥିବାରୁ ଶ୍ରୀ ମହାପାତ୍ର ପତ୍ରିକାର ସଂପାଦକଙ୍କୁ ଅଭିନନ୍ଦନ ଜଣାଇଥେôଲ। ମୁଖ୍ୟବକ୍ତା ଡ. ମିଶ୍ର କବି ରମାକାନ୍ତଙ୍କ କାବ୍ୟାଦଶର୍ର ଏକ ସାମାଗ୍ରିକ ଆକଳନ କରି କହେିଲ ଯେ ରମାକାନ୍ତଙ୍କ କାବ୍ୟପୁରୁଷ ଏକ ବିଖଣ୍ଡିତ ବ୍ୟକ୍ତିସତ୍ୱା। ପ୍ରେମ ଓ ପରିତ୍ରାଣ ହେଉଛି ତାଙ୍କ କାବ୍ୟ ଚେତନାର ଦୁଇଟି ଦିଗ। ଭୋଗ େଅପକ୍ଷା ଭୟର ଆତୁରତା ଅଧିକ। ରମାକାନ୍ତଙ୍କ ବିଚାରେର ମଣିଷ ହେଉଛି ଶୂନ୍ୟର ଅବତାର। ତାଙ୍କର ଅଧିକାଂଶ କାବ୍ୟରୁ ପ୍ରେମର ଆତୁର ଓ ଭୟାର୍ତ ସମପର୍ଣ ଦେଖିବାକୁ ମେିଳ। ପତ୍ରିକାର ସଂପାଦକ ଡ. ଦାସ କହେିଲ ସାମ୍ପ୍ରତିକ ଓଡ଼ିଆ ସାହିତ୍ୟେର ସମୋଲାଚନା ଓ ସମୀକ୍ଷା ଧର୍ମୀ ଲେଖାର ଘୋର ଅଭାବ ରହିଛି। ପୂଜାସଂଖ୍ୟା ପତ୍ରିକା ମାନଙ୍କେର କେବଳ ଗଳ୍ପ ଓ କବିତାର ଆସର ଜମିଛି। ସମୋଲାଚନା ସାହିତ୍ୟର ପୁନରୁଦ୍ଧାର ପାଇଁ ଆକଳନ ତାର ପ୍ରେଚଷ୍ଟା ଜାରି ରଖି ଆଜି ପାଠକୀୟ ଆଦୃତି ଲାଭ କରିଛି। ଫଳେର ପତ୍ରିକାଟି ଆଜି ନବମ ବଷର୍ରେ ପଦାପର୍ଣ କରିଛି। ସହେଯାଗୀ ସଂପାଦକ କବି ଭରତ ଚନ୍ଦ୍ର ଦାସ ମଂଚ ଆବାହନ ଓ ଧନ୍ୟବାଦ ଅପର୍ଣ କରିଥେôଲ। ମେହନ୍ଦ୍ର ଭବନ ସଭାଗୃହେର ଭରପୁର ସାହିତ୍ୟିକମାନଙ୍କ ମଧ୍ୟେର ଡ. ଗୋଲକ ବିହାରୀ ସାହୁ, ଡ. ରାମଚନ୍ଦ୍ର ପଣ୍ଡା, ଡ. ରାେଇମାହନ ମହାପାତ୍ର, ଡ. ବଳରାମ ମିଶ୍ର, ଅଧ୍ୟାପକ ଗୋଲକ ନାୟକ, ଡ. କାନୁନ ମହାନ୍ତି, ଉଷାରାଣୀ ଜେନା, ଡ. କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ନାସିର ବକ୍ସ, ଲକ୍ଷ୍ମୀଧର ଦାସ, ପଦ୍ମନ ରାୟ, ବେୈଲାଚନ ବେହୁରିଆ ପ୍ରମୁଖ ଶିକ୍ଷାବିତ୍ ମୋନ ଯୋଗ ଦେଇଥେôଲ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
-------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ