ମାନସିକ ପୁରଣ ଲାଗି ପଶ୍ଚିମ ବଙ୍ଗରୁ ତାମିଲନାଡ଼ୁକୁ ଦୁଃସାହାସିକ ଯାତ୍ରା
ପାଣେିକାଇଲି , ୫ ଅକ୍ଟୋବର (ହି.ସ.) ନିଜର ମାନସିକ ପୁରଣ ଲାଗି ଜଣେ ଯୁବକ ପଶ୍ଚିମବଙ୍ଗର ମେଦିନୀପୁରରୁ ତାମିଲନାଡ଼ୁସ୍ଥିତ ଆଦି ଶିବ ମନ୍ଦିରକୁ ରାସ୍ତାରେ ଶୋଇ ଶୋଇ ଦୁଃସାହାସିକ ଯାତ୍ରା କରୁଛନ୍ତି। ସୁଚନାନୁସାରେ ମେଦିନାପୁରର ତରୁଣ ବେହେରା ନିଜର ମାନସିକ ପୁରଣ ଲାଗି ଗତ ଅଗଷ୍ଟ ମାସ ୪ ତାରିଖରୁ ନିଜର ଯା
ମାନସିକ ପୁରଣ ଲାଗି ପଶ୍ଚିମ ବଙ୍ଗରୁ ତାମିଲନାଡ଼ୁକୁ ଦୁଃସାହାସିକ ଯାତ୍ରା


ପାଣେିକାଇଲି , ୫ ଅକ୍ଟୋବର (ହି.ସ.) ନିଜର ମାନସିକ ପୁରଣ ଲାଗି ଜଣେ ଯୁବକ ପଶ୍ଚିମବଙ୍ଗର ମେଦିନୀପୁରରୁ ତାମିଲନାଡ଼ୁସ୍ଥିତ ଆଦି ଶିବ ମନ୍ଦିରକୁ ରାସ୍ତାରେ ଶୋଇ ଶୋଇ ଦୁଃସାହାସିକ ଯାତ୍ରା କରୁଛନ୍ତି। ସୁଚନାନୁସାରେ ମେଦିନାପୁରର ତରୁଣ ବେହେରା ନିଜର ମାନସିକ ପୁରଣ ଲାଗି ଗତ ଅଗଷ୍ଟ ମାସ ୪ ତାରିଖରୁ ନିଜର ଯାତ୍ରା ଆରମ୍ଭ କରି ଆଜି ପାଣେିକାଇଲେିର ପହଂଚିଛନ୍ତି। ତରୁଣ ରାସ୍ତାରେ ଏକ ଅଖା ଉପେର ଶୋଇ ଶୋଇ ଯାଉଥିବା ବେଳେ ସୁରକ୍ଷା ନିମେନ୍ତ ରାଜପଥ ପେଟ୍ରୋଲିଂ ଅଧିକାରୀ ଅଶାକ ବଳ ତାଙ୍କୁ ଏସକର୍ଟ ଦେଇ ଚାଲିଥେôଲ।

----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande