ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ଥାନା ଅଧୀନ ୧୬ ନଂ ଜାତୀୟପଥ ବିଷ୍ଣୁପୁର ଛକେର ନିର୍ମାଣ ଧୀନ ଫ୍ଲାଏ ଓଭର ବ୍ରୀଜର ପ୍ରୋଟେକସନ ସ୍ଲାବ ଖସି ଜେଣ ୮ ବଷର୍ର ନାବାଳିକାର ମୃତ୍ୟୁ ଘଟିଛି। ଏହି ଘଟଣା ରବିବାର ସଂଧ୍ୟା ରେ ଘଟିଛି। ବେନ୍ତଲ ଗ୍ରାମନିବାସୀ ଭଜହରି ମଲ୍ଲିକଙ୍କ ୧୩ ବଷର୍ର ନାବାଳିକା କନ୍ୟା କବିତା ଲୋକାଲ ରୁଟ୍େର ଟ୍ୟୁସନରୁ ଘରକୁ ଫେରୁଥିବା ସମୟେର ଜେସିବି ସାହାଯ୍ୟେର ନିର୍ମାଣ ହେଉଥିବା ଫ୍ଲାଏ ଓଭରବ୍ରିଜ୍ର ପ୍ରୋଟେକସନ୍ ୱାଲ ତାଙ୍କ ଉପେର ଖସିପଡିଥିଲା। ଫଳେର ଉତ୍ୟକ୍ତ ଲେୋକ ନିର୍ମାଣ କାମ ପାଇଁ ବ୍ୟବହୃତ ଜେସିବିକୁ ଜାଳେିଦବା ସହ ମୃତ ନାବାଳିକାର ଶବ ରଖି ରାସ୍ତା ରୋକ କରିଥେôଲ। ଫଳେର ୧୬ ନମ୍ବର ଜାତୀୟ ରାଜପଥ ଊଭୟ ପଟେର ଗାଡି ଚଳାଚଳ ବନ୍ଦ ରହିଛି । ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳ ରେ ପହଂଚି ଧାରଣା ରେ ବସିଥିବା ଲୋକ ଙ୍କୁ ବୁଝାସୁଝା କରିଛନ୍ତି। ଘଟଣା ସ୍ଥଳେର ପୋଲିସ ମୁତୟନ ରହିଛନ୍ତି । ସୁଚନା ଥାଉକି ଦୀଘ୍ର୍ ଦିନ ହେବ ଫ୍ଲାଏ ଓଭରବ୍ରିଜ୍ଟିର ଏହି କାର୍ଯ୍ୟ ବନ୍ଦ ରହିଥିବୋବେଳ େଏବ ମନ୍ଥର ଗତେିର ନିମ୍ନ ମାନର କରାଯାଉଛି। େତେବ ଏହି କାର୍ଯ୍ୟ କରାଯାଉଥିବା ସମୟେର ତେଳ ଯାଇଥିବା ଲୋକାଲ ରୁଟ୍ଟିକୁ ବିଭାଗୀୟ କର୍ତୃପକ୍ଷ ଉଭୟପାଶ୍ୱର୍ରୁ ବନ୍ଦ ରଖିନଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି ବୋଲି ସ୍ଥାନୀୟ ଲେୋକ ଅଭେିଯାଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
-------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ