ପ୍ରମୋଦ ଦଳପତି ଏବଂ ଶ୍ରୀ ଜିତେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.) ଓଡ଼ିଶାର କୃତୀ ଛାତ୍ର ଶ୍ରୀ ପ୍ରମୋଦ ଦଳପତି ଏବଂ ଶ୍ରୀ ଜିତେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଉଭୟ ଛାତ୍ରଙ୍କୁ ଶୁଭେଚ୍ଚା ଜଣାଇ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ''କୌଶଳ ଦୀକ୍ଷାନ୍ତ ସମାର
ପ୍ରମୋଦ ଦଳପତି ଏବଂ ଶ୍ରୀ ଜିତେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.) ଓଡ଼ିଶାର କୃତୀ ଛାତ୍ର ଶ୍ରୀ ପ୍ରମୋଦ ଦଳପତି ଏବଂ ଶ୍ରୀ ଜିତେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଉଭୟ ଛାତ୍ରଙ୍କୁ ଶୁଭେଚ୍ଚା ଜଣାଇ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଠାରୁ 'କୌଶଳ ଦୀକ୍ଷାନ୍ତ ସମାରୋହ'ରେ 'ଅଲ୍ ଇଣ୍ଡିଆ ଟପର୍ ଆୱାର୍ଡ ୨୦୨୫' ଗ୍ରହଣ କରିଥିବା ଓଡ଼ିଶାର କୃତୀ ଛାତ୍ର ଶ୍ରୀ ପ୍ରମୋଦ ଦଳପତି ଏବଂ ଶ୍ରୀ ଜିତେନ୍ଦ୍ର ପ୍ରଧାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଉଭୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande