ବ୍ୟବସ୍ଥାଗତ ଭାବେ ନଷ୍ଟ କରାଯାଉଛି ଦୋବଲ ହାଟ, ପ୍ରଶାସନର ଖାମଖିଆଲି ନୀତି ପାଇଁ ରାଜସ୍ୱ ହରାଇବ
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତଫାପୁରେର ଥିବା ପୂରାତନ ଦୋବଲ ହାଟ ଧୀରେ ଧୀରେ ତାର ସତା ହରାଇ ବାକୁ ବସିଚି।ଧାମନଗର ପଂଚାୟତ ସମିତି ଅଧିକାରୀ ଓ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅପରିଣାମଦର୍ଶୀ ପଦେକ୍ଷପରୁ ଏଭଳି ଅବସ୍ଥା ଉପୁଜିଛି। ମୁସ୍ତଫାପୁର ପଂଚାୟତ ଅଧିନେ
DOBAL HATA NASTA KARAJAUCHI


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତଫାପୁରେର ଥିବା ପୂରାତନ ଦୋବଲ ହାଟ ଧୀରେ ଧୀରେ ତାର ସତା ହରାଇ ବାକୁ ବସିଚି।ଧାମନଗର ପଂଚାୟତ ସମିତି ଅଧିକାରୀ ଓ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅପରିଣାମଦର୍ଶୀ ପଦେକ୍ଷପରୁ ଏଭଳି ଅବସ୍ଥା ଉପୁଜିଛି। ମୁସ୍ତଫାପୁର ପଂଚାୟତ ଅଧିନେର ଥିବା ହାଟ ଚଳିତ ବର୍ଷ ନିଲାମ ହୋଇପାରିଲା ନାହିଁ। ଚଳିତ ବର୍ଷ ହାଟ ନିଲାମ ର ବେସ ପ୍ରାଇସ ୧ ଲକ୍ଷ ୭୬ ହଜାର ରଖାଯାଇଥିଲା। ନିୟମ ଅନୁସୋର ନିଲାମ ଧରିବାକୁ େହେଲ ବେସ ପ୍ରାଇସ ର ୧୦ ଭାଗରୁ ଭୋଗ ଟଙ୍କା ଅମାନତ ଆକାରେର ଜମା ରଖିବାକୁ ହେବ। ଯିଏ ନିଲାମ ଜିତେିବ ତାଙ୍କ ଅମାନତ ଟଙ୍କା ରଖାଯିବ। ବାକି ସମସ୍ତଙ୍କର ଫେରାଯିବ। ପ୍ରଥମତଃ ବେସ ପ୍ରାଇସ ଖୁବ୍ ଅଧିକ ରହିଛି। ପୁଣି ନିଲାମ ଡାକ େହେଲ ତାହା ବଢ଼ିବାର ସମ୍ଭାବନା ରହିଛି। ଏବେ ସମସ୍ୟା ହେଉଛି ଯିଏ ନିଲାମ ଧରିବ, ତାହାର ସେହି ପରିମାଣର ଟଙ୍କା ଉଠିବ କି ନାହିଁ େସେନଇ ଆଶଙ୍କା ରହିଛି। ସୋମବାର ଓ ଗୁରୁବାର ହିସାବେର ସପ୍ତାହକୁ ଦୁଇ ଦିନ ହାଟ ବସୁଛି। ପାଖା ପାଖିବି ହାଟ ରହୁଛି ଫଳେର ହାଟ ରେ ସେପରି ବେପାର ହେଉନି। ଦୋବଲ ହାଟକୁ ପ୍ରତି ହାଟ ପାଳେିର ଅଳ୍ପ ପରିବା ବେପାରୀ ଆସିଥାନ୍ତି। ୧ଲେକ୍ଷ ୭୬ ହଜାର ଟଙ୍କୋର ବଷର୍କୁ ୫୨ ସପ୍ତାହ ଅର୍ଥାତ ୧୦୪ ଟି ହାଟ ପାଳି ଲିଜେନଇଥାନ୍ତି ନିଲାମଧାରୀ। ଏଣୁ ହାଟ ପାଳିକୁ ୧୭୦୦ ଟଙ୍କା ପଡ଼ିଲା। ଯିଏ ନିଲାମ ନେବ ନିଜର ଲାଭ ନ ରଖେôଲ ସିଏ ବେପାରୀଙ୍କଠାରୁ ହାଟ ପାଳିକୁ ସେହି ୧୭୦୦ ଟଙ୍କା ଆଦାୟ କରିବ। େହେଲ ହାଟୁଆ ଗାଁ ହାଟ ହୋଇଥିବାରୁ ଗାଁ ଚାଷୀ ଆସନ୍ତି। ସେମୋନ ଲିଜ ଧାରୀ କୁ େକେତ ମାହାଶୁଲ େଦେବ ସେ ନେଇ ମଧ୍ୟ ବେପାରୀ ମୋନ ମୁହେଁଫରାଉଛନ୍ତି! ବେସ ପ୍ରାଇସ ଅଧିକ ରହୁଥିବାରୁ ଓ ଏହି ହିସାବେର ମହାସୁଲ ଆଦାୟ ସମ୍ଭାବନା କ୍ଷୀଣ ରହୁଥିବାରୁ କେହି ହାଟ ନିଲାମ ନେବାକୁ ରାଜି ହେଉନାହାନ୍ତି। ତା ଛଡ଼ା ପଂଚାୟତ ପକ୍ଷରୁ ବେପାରୀଙ୍କ ପାଇଁ ସେମିତି ବି କିଛି ସୁବିଧା କରାଯାଇ ନାହିଁ। ନା ଚାଳିଆ ଅଛି ନା ଭଲ ପିଣ୍ଡି ଅଛି। ବ୍ୟବସ୍ଥାଗତ ଭୋବ ଅବ୍ୟବସ୍ଥା ଥିବାରୁ ହାଟ ନିଲାମ ହୋଇପାରୁନାହିଁ। ପଂଚାୟତର ଆୟ କମୁଛି। ହାଟ ନଷ୍ଟ ହେଉଛି। ବେପାରୀ ମୁହଁ ଫେରାଉଛନ୍ତି। ଦିନକୁ ଦିନ ହାଟ ଦୁବର୍ଳ ହେବୋର ଲାଗିଛି। ଏ ଦିଗେର ବିଭାଗୀୟ ଅଧିକାରି ଦୃଷ୍ଟି ଦେବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

-----------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande