ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତେର ନିଯୁକ୍ତି ପାଇଥିବା ଡିଲର ଙ୍କ ମନମାନୀ ଦିନକୁ ଦିନ ବଢି ବଢି ଚାଲିଛି। େକେତେବେଳ ସାଧାରଣ ଜନତାଙ୍କୁ ନାଲିଆଖିତ ଆଉ କେତେବେଳ ଆଖି ଛାପ ଏବଂ ଅଙ୍ଗୁଳି ଛାପ ପାଇଁ ଅର୍ଥ ଦାବୀ କରି ଚର୍ଚୋର ଅଛନ୍ତି ସଂପୃକ୍ତ ଡିଲର। ଅଭେିଯାଗ ଅନୁଯାଇ ଦୋସିଙ୍ଗା ପଂଚାୟତ ପାଇଁ ନିଯୁକ୍ତି ପାଇଥିବା ଡିଲର ନିଜ ମନମାନୀରେ ଗ୍ରାହକ ମାନଙ୍କୁ ଶୋଷଣ କରି ଚାଲୁଛନ୍ତି। ଏହି କଥା ର ସମାଧାନ କରିବା ସହ ସଂପୃକ୍ତ ଡିଲରକୁ ଏହି ପଂଚାୟତରୁ ନିଲମ୍ବନ କରିବାକୁ ଅଂଚଳବାସୀ ଦାବୀ କରିବା ସହ ଏହି ବିଷୟେର ମୁଖ୍ୟମନ୍ତ୍ରୀଙ୍କ ନିକଟେର ଲିଖିତ ଅଭେିଯାଗ କରିଛନ୍ତି। ଏଠୋର େଉଲ୍ଲଖେଯାଗ୍ୟ ସଂପୃକ୍ତ ଡିଲର ବହୁ ହିତାଧିକାରୀଙ୍କୁ ଚାଉଳ ନ ଦେଇ ସେମାନଙ୍କୁ ଟଙ୍କା ଦେଇ ବିଦା କରୁଥିବା ନେଇ ଅଭେିଯାଗ ମଧ୍ୟ ହୋଇଛି। ଏହି ଅଭେିଯାଗ ପେର ଚାନ୍ଦବାଲି ବ୍ଲକ ଯୋଗାଣ ଅଧିକାରୀ ଏହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଆସିଥେିଲ। ତଦନ୍ତ ରୁ ଜାଣିବାକୁ ପାେଇଲ ଏହି ଡିଲରଙ୍କ ପାଖେର ଯେତିକି ଚାଉଳ ଷ୍ଟକ ରହିବା କଥା ତାହା ଠାରୁ ବହୁ ଗୁଣୋର ଷ୍ଟକ ଅଛି । ଏହା ଜାଣିବା ପେର ବ୍ଲକ ଯୋଗାଣ ଅଧିକାରୀ ସଂପୃକ୍ତ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ ମଧ୍ୟ କରିଥେିଲ। ପେର ରୋଧ ରୋଧ ତୋର େଅଧକୁ ମୋର େଅଧ କରି ଏହି କଥାର ସମାଧାନ ମଧ୍ୟ ବିଭାଗୀୟ ଅଧିକାରୀ କରିବା ପେର ପୁନଶ୍ଚ ସଂପୃକ୍ତ ଡିଲର ନିଜର ମନମାନୀ ଆରମ୍ଭ କରିବା ସହ କେଉଁ ଖାଉଟିର ଖାଉଟି କାଡର୍ରୁ ନାମ କଟିଯାଇଛି ବୋଲି ଅର୍ଥ ଆଦାୟ କରୁଛିତ ଆଉ କାହା ପାଖରୁ ଆଖି ଏବଂ ଅଙ୍ଗୁଳି ଛାପ ସ୍କାନ କରୋହାଇ ପାରୁ ନାହିଁ ବୋଲି ମଧ୍ୟ ଅର୍ଥର୍ ଆଦାୟ କରୁଥିବା ନେଇ ଅଭେିଯାଗ ହୋଇଛି।ଏଥିସହ ସଂପୃକ୍ତ ଡିଲରଜଣକ ଗୋଟିଏ ଓଜନ କଂଟୋର ଚାଉଳ ଓଜନ କରୁଥିବା େବେଳ ଅନ୍ୟ ଏକ କଂଟୋର ଅନ୍ୟ ଚାଉଳକୁ ଓଜନ କରି ଗ୍ରାହକଙ୍କୁ ଦେଉଥିବା େବେଳ ଗୋଟିଏ ବସ୍ତୋର ୫େ୦କଜି ବଦଳେର ୪େ୫କଜି ଚାଉଳ ଗରାଖଙ୍କୁ ଦେଉଥିବା ଅଭେିଯାଗ ମଧ୍ୟ ହୋଇଛି।ଏଠୋର ପ୍ରଶ୍ନ େଉଠ କେଉଁ କାରଣ ପାଇଁ ବିଭାଗୀୟ ଅଧିକାରୀ ସଂପୃକ୍ତ ଡିଲରଙ୍କୁ ଘଂଟେଘାଡାଉଛନ୍ତି! ସଂପୃକ୍ତ ଡିଲରଙ୍କ ନାମେର ବାରମ୍ବାର ଅଭେିଯାଗ ହେବା ପେର ମଧ୍ୟ କେଉଁ ପରିସ୍ଥିତେିର ସଂପୃକ୍ତ ଡିଲରଙ୍କ ବିରୁଦ୍ଧେର ଦୃଢ କାଯ୍ୟନୁଷ୍ଠାନଗ୍ରହଣ କରା ଯାଉ ନାହିଁ ଅଥବା ନୂତନ ଡିଲର ନିଯୁକ୍ତି ଦିଆ୍ଯାଉ ନାହିଁ, ଏଥିପ୍ରତି ସାଧାରଣ ଜନତା ଅଙ୍ଗୁଳି ନେିଦର୍ଶ କରିବା ସହ କଣ ଡବଲ ଇଞ୍ଜିନ ସରକାର ଡବଲ ହାକିମାତି କରି ଡବଲ ରୋଜଗାର କରିବା ପାଇଁ ସଂପୃକ୍ତ ଡିଲରଙ୍କୁ ବେିଜପି କମର୍କର୍ତା ଘଂଟ ଘୋଡାଇ ଚାଲିଛନ୍ତି ବୋଲି ପ୍ରଶ୍ନ ହୋଇଛି। ସଂପୃକ୍ତ ଡିଲରଙ୍କ ଲାେଇସନସ୍ ବାତିଲ କରିବାକୁ ମଧ୍ୟ ଭଦ୍ରକ ଜିଲ୍ଲାପାଳଙ୍କ ନିକଟେର ଲିଖିତ ଅଭେିଯାଗ କରିଛନ୍ତି ।ଚାନ୍ଦବାଲି ବ୍ଲକ ଯୋଗାଣ ଅଧିକାରୀ ବାବୁଲାଲ ସାହୁଙ୍କୁ ଏ ବିଷୟେର ପଚାରିବାରୁ ସେ କୌଣସି ମତାମତ ରଖିବାକୁ ମନା କରି ଦେଇଥେିଲ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ