ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.) ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି,ମାତ୍ର ୧୨ ବର୍ଷ ବୟସରେ କ୍ରୁର ବ୍ରିଟିଶ ସେନାବାହିନୀଙ୍କ ବିରୋଧରେ ଅଦମ୍ୟ ସାହସ ଦେଖାଇଥିଲେ ବୀର ସଂଗ୍ରାମୀ ଶହୀଦ ବାଜ
ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.) ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି,ମାତ୍ର ୧୨ ବର୍ଷ ବୟସରେ କ୍ରୁର ବ୍ରିଟିଶ ସେନାବାହିନୀଙ୍କ ବିରୋଧରେ ଅଦମ୍ୟ ସାହସ ଦେଖାଇଥିଲେ ବୀର ସଂଗ୍ରାମୀ ଶହୀଦ ବାଜି ରାଉତ । ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande