କୋଡରମା ଘାଟୀରେ ଟ୍ରେଲର୍ ଓଲଟି  ଚାଳକଙ୍କ ମୃତ୍ୟୁ
କୋଡରମା (ଝାରଖଣ୍ଡ) , ୫ ଅକ୍ଟୋବର (ହି.ସ.)। କୋଡରମା ଥାନା ଅନ୍ତର୍ଗତ ରାଞ୍ଚି–ପାଟନା ମୁଖ୍ୟ ରାସ୍ତାରେ କୋଡରମା ଘାଟୀରେ ଅବସ୍ଥିତ ଜମସୋତି ନାଳା ପାଖରେ ଛଡ଼ ଲୋଡ୍ ଥିବା ଗୋଟିଏ ଟ୍ରେଲର୍ ଓଲଟି ଯାଇଛି । ଶନିବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଟ୍ରେଲର୍ ଚାଳକଙ୍କ ଘଟଣାସ୍
କୋଡରମା ଘାଟୀରେ ଟ୍ରେଲର୍ ଓଲଟି  ଚାଳକଙ୍କ ମୃତ୍ୟୁ


କୋଡରମା (ଝାରଖଣ୍ଡ) ,

୫ ଅକ୍ଟୋବର (ହି.ସ.)। କୋଡରମା ଥାନା ଅନ୍ତର୍ଗତ ରାଞ୍ଚି–ପାଟନା ମୁଖ୍ୟ

ରାସ୍ତାରେ କୋଡରମା ଘାଟୀରେ ଅବସ୍ଥିତ ଜମସୋତି ନାଳା ପାଖରେ ଛଡ଼ ଲୋଡ୍ ଥିବା ଗୋଟିଏ ଟ୍ରେଲର୍ ଓଲଟି

ଯାଇଛି । ଶନିବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଟ୍ରେଲର୍ ଚାଳକଙ୍କ ଘଟଣାସ୍ଥଳରେହି

ମୃତ୍ୟୁ ଘଟିଥିବା ଜଣା ପଡିଛି ।

ମୃତ

ଚାଳକଙ୍କ ପରିଚୟ ମିଳିଛି । ସେ ବିହାରର ସମସ୍ତିପୁର ଜିଲ୍ଲାର ମୋହଦିନଗର ନିବାସୀ ବୁଘନ୍ ମହତୋଙ୍କ

ପୁତ୍ରରାକେଶ ମହତୋ (୩୦)ବୋଲି ଜଣା

ପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande