ଝରାପଦର ଗାଁରେ କଙ୍ଗାରୁ କୋର୍ଟ
ଗଞ୍ଜାମ, ୫ ଅକ୍ଟୋବର (ହି.ସ.)-ଗଞ୍ଜାମ ଜିଲ୍ଲାରେ ଥମୁନି କଙ୍ଗାରୁ କୋର୍ଟ। ଗାଁ ରେ ଚାଲୁଛି ତାଲିବାନୀ ଶାସନ। କଥା କଥାକେ ଲୋକଙ୍କୁ କରାଯାଉଛି ସାମାଜିକ ବାସନ୍ଦ। ଗଞ୍ଜାମ ଥାନା ଅର୍ନ୍ତଗତ ଝରାପଦର ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଜଣେ ମହିଳା ଓ ତାଙ୍କ ଭାଇଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା
ଝରାପଦର ଗାଁରେ କଙ୍ଗାରୁ କୋର୍ଟ


ଗଞ୍ଜାମ, ୫ ଅକ୍ଟୋବର (ହି.ସ.)-ଗଞ୍ଜାମ ଜିଲ୍ଲାରେ ଥମୁନି କଙ୍ଗାରୁ କୋର୍ଟ। ଗାଁ ରେ ଚାଲୁଛି ତାଲିବାନୀ ଶାସନ। କଥା କଥାକେ ଲୋକଙ୍କୁ କରାଯାଉଛି ସାମାଜିକ ବାସନ୍ଦ। ଗଞ୍ଜାମ ଥାନା ଅର୍ନ୍ତଗତ ଝରାପଦର ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଜଣେ ମହିଳା ଓ ତାଙ୍କ ଭାଇଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ବର୍ଗ l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande