ବରିଷ୍ଠ ଅଧିବକ୍ତା ସ୍ୱଗର୍ତଃ ନିରାକାର ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ନିମେନ୍ତ ପ୍ରସ୍ତୁତି ବୈଠକ
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ପୌରାଂଚଳ ବାଇପାସ୍ ରୋଡ ସ୍ଥିତ ଭାଗିରଥି ପାଠାଗାରେର ଭଦ୍ରକ ଜିଲ୍ଲାର ଗୌରବ, ସମାଜେର ଏକ ଦରଦୀ ସାରଥୀ ଓ ଚଳନ୍ତି ପ୍ରେରଣା ତଥା ରାଜ୍ୟର ବରିଷ୍ଠ ଅଧିବକ୍ତା ସ୍ୱଗର୍ତ ନିରାକାର ଜେନାଙ୍କ ପ୍ରଥମ ଶ୍ରାଦ୍ଧଦିବସ ପାଳନ ନିମେନ୍ତ ନିରାକାର ଜେନା ସ୍ମୃତି କମିଟି’ ପକ୍ଷରୁ
NIRAKAR JENA FIRST SRADHA BARSIKI PRASTUTI BAITHAK


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ପୌରାଂଚଳ ବାଇପାସ୍ ରୋଡ ସ୍ଥିତ ଭାଗିରଥି ପାଠାଗାରେର ଭଦ୍ରକ ଜିଲ୍ଲାର ଗୌରବ, ସମାଜେର ଏକ ଦରଦୀ ସାରଥୀ ଓ ଚଳନ୍ତି ପ୍ରେରଣା ତଥା ରାଜ୍ୟର ବରିଷ୍ଠ ଅଧିବକ୍ତା ସ୍ୱଗର୍ତ ନିରାକାର ଜେନାଙ୍କ ପ୍ରଥମ ଶ୍ରାଦ୍ଧଦିବସ ପାଳନ ନିମେନ୍ତ ନିରାକାର ଜେନା ସ୍ମୃତି କମିଟି’ ପକ୍ଷରୁ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ଓ ପୂବର୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତୋର ଏକ ପ୍ରସ୍ତୁତି ବୈଠକ ଅୋୟାଜିତ ହୋଇଛି। ଏଥେôର ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ସିପିଆଇ(ଏମ) ନେତା ଓ ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକ, ବିଶିଷ୍ଟ ସମାଜେସବୀ ପ୍ରେଫସର ବ୍ରଜ ମିଶ୍ର, ସୁଧାକର ରାଉତ, ଶାନ୍ତନୁ ରାଉତ, ଶ୍ରୀମତୀ ଅମିତାବାଳା ଆଚାର୍ଯ୍ୟ, ବରିଷ୍ଠ ଅଧିବକ୍ତା ପବନ ଶର୍ମା, ସେନ୍ତାଷ ଆଚାର୍ଯ୍ୟ, ବିଜନ ଜେନା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବୁଦ୍ଧିଜୀବୀମୋନ ସାମିଲ ହୋଇଥେôଲ। ଏହି ବୈଠକେର େଅନକ ପ୍ରତିଷ୍ଠିତ ବ୍ୟକ୍ତିବର୍ଗ ମାନଙ୍କ ସାନିଧ୍ୟ ତାଙ୍କ ସ୍ମୃତିକୁ ଅଧିକ ପ୍ରଭାବଶାଳୀ କରେିଦଇଛି।

ହିନ୍ଦୁସ୍ଥାନ ସମାଚାର / ପ୍େରମାଦ

-------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande