ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ବାଙ୍ଗରପଦୀ ଗ୍ରାମର ଭାସ୍କର ଚନ୍ଦ୍ର ସାହୁ ଓ ଶିକ୍ଷୟିତ୍ରୀ ରଚିତା ସାହୁଙ୍କ ପୁତ୍ର ୧୧ ବର୍ଷୀୟ ବିସ୍ମୟ ବାଳକ ନିତିନ୍ଜିତ୍ ସାହୁ ୟୁପିଏସି ବିଦ୍ୟାର୍ଥୀଙ୍କ ପାଇଁ ପୁସ୍ତକ ଲେଖି ଚର୍ଚ୍ଚୋର ଅଛନ୍ତି । ଗତ ତିନିମାସ ମଧ୍ୟରେ ‘ଦ ଲାଷ୍ଟ ଏକ୍ଜାମ’ ପୁସ୍ତକ ଲେଖି ସେ ପ୍ରଶଂସା ସାଉଟିଂଛନ୍ତି । ଏବେ ସେ ଭଦ୍ରକ ଏସ୍ବିଡି ଇଟଂର ନ୍ୟାସନାଲ୍ ସ୍କୁଲ୍େର ସପ୍ତମ ଶ୍ରେଣେୀର ଅଧ୍ୟୟନରତ । କମ୍ ବୟସେର ସେ ଏହି ପୁସ୍ତକ ଲେଖି ଇଟଂର ନ୍ୟାସନାଲ୍ ବୁକ୍ ଅଫ୍ ରେକଡର୍ରେ ସ୍ଥାନ ପାଇବା ପରେ ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି ଆଜି ନିତିନ୍ଜିତଙ୍କୁ ତାଙ୍କ ବାସ ଭବନରେ ଭେଟି ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂବର୍କ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଭବିଷ୍ୟତେର ସେ ଆଇପିଏସ୍ ହୋଇ ଦେଶ ମାତୃକାର ସେବା କରିବାର ଲକ୍ଷ୍ୟ ରଖିଛନ୍ତି । ଆଜିର ଏହି ସମ୍ବଦ୍ଧର୍ନା କାର୍ଯ୍ୟକ୍ରମେର ଆଦର୍ଶ ଶିକ୍ଷକଙ୍କ ପରିବାରର ଅଚ୍ୟୁତ ପୃଷ୍ଟି, କମଳିକା ପୃଷ୍ଟି, ସୌଦାମିନୀ ପୃଷ୍ଟି, କାଦମ୍ବୀନି ପୃଷ୍ଟି, ଶାନ୍ତିଲତା ପୃଷ୍ଟି, ପୂଣ୍ଣର୍ଚନ୍ଦ୍ର ପୃଷ୍ଟି, ସେନ୍ତାଷ ପୃଷ୍ଟି, ବିଦ୍ୟୁତ୍ ଲତା ପୃଷ୍ଟି, ହରପ୍ରିୟା ମହାନ୍ତି ପ୍ରମୁଖ ଉପସ୍ଥିତ ଥେôଲ ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ