ଭଦ୍ରକ, ୫ ଅକ୍ଟୋବର (ହି.ସ.) - ବେିଜପି ବନ୍ତ କାର୍ଯ୍ୟାଳୟେର ରାମପୁର ପଚାଂୟତର ସାଂଗଠନିକ ବୈଠକ ଓ ଆଗାମୀ ପଚାଂୟତ ନିର୍ବାଚନ ପରେିପ୍ରକ୍ଷେୀର ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ ଓ ଶସକ୍ତ କରିବା ନେଇ ଅୋଲାଚନା କରାଯାଇଛି । ବରେଡଶ୍ୱର ମଣ୍ଡଳ ସଭାପତି ଇ. ପ୍େରମାଦ ଜେନାଙ୍କ ସଚାଂଳନେର ଦଳର ଭଣ୍ଡାରେିପାଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ କେନ୍ଦ୍ରେର ମୋଦି ସରକାରଙ୍କ ବିଭିନ୍ନ ଲାଭାର୍ଥୀ ଯୋଜନା ଯଥା-ଆବାସ ଗୃହ, ସୁଭଦ୍ରା ଯୋଜନା, ରାସନ କାଡ,ର୍ ପିଏମ୍ କିଷାନ୍ ଉପେର ଆଲୋକପାତ କରିଥେôଲ । ଏଥିସହ ମୋଦିଜୀଙ୍କ ମନକିବାତ୍ କାର୍ଯ୍ୟକ୍ରମେର ଅଧିକରୁ ଅଧିକ ସଂଖ୍ୟୋର ଯୋଡି ହେବାକୁ ପରାମର୍ଶ ଦେଇଥେôଲ । ପୂବର୍ତନ ମଣ୍ଡଳ ସଭାପତି ନବକେିଶାର ବଳ, ମଣ୍ଡଳ ସାଧାରଣ ସମ୍ପାଦକ ଜେିତନ୍ଦ୍ର ନାୟକ, ମେନାଜ ବିଶ୍ୱାଳ ପ୍ରମୁଖ ଆଲୋଚନୋର ଭାଗ ନେଇଥେôଲ । ଏହି ଅବସରେର ପଚାଂୟତ ସଭାପତି ଭୋବ ଜେିତନ୍ଦ୍ର ନାୟକଙ୍କ ନାମକୁ ଘୋଷଣା କରାଯାଇଥିଲା । ବୁଥ୍ ସଭାପତି ଅୋଲାକ ପତି,ସୁଜିତ୍ ବେହୁରିଆ,ଗୟାଧର ପ୍ରଧାନ,ମାଧବ ଦାସ, ତପନ ବାରିକ, ନିରଞ୍ଜନ ଭୂୟାଁ,ଉନ୍ନତୀବାଳା ଦାସ, ସୁଶାନ୍ତ ରାଉତ୍, ସୋମନାଥ ସୁତାର,ମଟୁଂ ମଲ୍ଲିକ୍, ରୋଜନ୍ଦ୍ର ଖିଲାର,ମାନସୀଲତା ରାଉତ,ସନ୍ଦୀପ କୁମାର ମହାପାତ୍ର, ସତ୍ୟବ୍ରତ େବେହରା, ରେବତୀ ପେଲଇ, ନମର୍ଦା ଦାସ ପ୍ରମୁଖ ଉପସ୍ଥିତ ଥେôଲ ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
--------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ