କାରକୁ ପିଟିଲା ଅଜଣା ଟ୍ରକ,ଆରୋହୀ ଆହତ
ପାଣେିକାଇଲି, ୫ ଅକ୍ଟୋବର (ହି.ସ.) - ପାଣେିକାଇଲି ଥାନା ଅନ୍ତଗର୍ତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଅଜଣା ଟ୍ରକ ଧକ୍କାରେ କାରଟି ଭାଙ୍ଗିଯାଇଥିବା ବେଳେ ଅୋରାହୀ ଆହତ ହୋଇଛନ୍ତି। ସୁଚନାନୁସାରେ ପଶ୍ଚିମବଙ୍ଗ ରାଜ୍ୟ ମେଦିନିପୁରର ବିମଳା ମାନା,ସୁରଜ ମାନା,ଧ୍ରୁବ ମାନା ଓ ସୋମା ମଣ୍ଡଳ ଗଜପତି ଜିଲ୍ଲା ପା
କାରକୁ ପିଟିଲା ଅଜଣା ଟ୍ରକ,ଆରୋହୀ ଆହତ


ପାଣେିକାଇଲି, ୫ ଅକ୍ଟୋବର (ହି.ସ.) - ପାଣେିକାଇଲି ଥାନା ଅନ୍ତଗର୍ତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଅଜଣା ଟ୍ରକ ଧକ୍କାରେ କାରଟି ଭାଙ୍ଗିଯାଇଥିବା ବେଳେ ଅୋରାହୀ ଆହତ ହୋଇଛନ୍ତି। ସୁଚନାନୁସାରେ ପଶ୍ଚିମବଙ୍ଗ ରାଜ୍ୟ ମେଦିନିପୁରର ବିମଳା ମାନା,ସୁରଜ ମାନା,ଧ୍ରୁବ ମାନା ଓ ସୋମା ମଣ୍ଡଳ ଗଜପତି ଜିଲ୍ଲା ପାରଳୋଖମୁଣ୍ଡିକୁ ଏକ କାର (ଡ଼ବ୍ଲ୍ୟ ବି୦୬ୱାଇ ୩୦୫୦ େ)ର ଯାଉଥିବା େବେଳ ରାଜପଥର ପୁରୁଣା ଟୋଲ ଗେଟ ନିକଟେର ଥିବା ଓଡ଼ିଆଣୀ େହେଟଲ ସମ୍ମୁଖେର ଏକ ଅଜଣା ଟ୍ରକ କାରକୁ ଧକ୍କା ଦେଇଥିଲା। ଫଳରେ କାରେର ଥିବା ସମସ୍ତ ଅୋରାହୀ ଆହତ ହୋଇଥେôଲ। ଖବର ପାଇ ରାଜପଥ େପେଟ୍ରାଲିଂ ପୁଲିସ ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ଏ କେ ଅସପିଟାଲେର ଚିକିତ୍ସିତ କରାଇଥିଲା।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande