ଜିଲ୍ଲାପାଳଙ୍କ ନେିଦ୍ଦର୍ଶକୁ ସିଆରସିସିଙ୍କ ଅବମାନନା
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଜିଲ୍ଲାପାଳଙ୍କ ନେିଦ୍ଦର୍ଶକୁ ସିଆରସିସି ଅବମାନନା କରିବା ସହିତ ନୂତନ ସିଆରସିସି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନଥିବା ନେଇ ଅଭେିଯାଗ ହୋଇଛି।ଅଭେିଯାଗ ଅନୁଯାଇ ନଳେଗାହିରା କ୍ଲଷ୍ଟର ର ନୂତନ ସିଆରସିସି ଭୋବ ମେନାଜ ସାହୁ ଙ୍କୁ ଭଦ୍ରକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ନେିଦ
ଜିଲ୍ଲାପାଳଙ୍କ ନେିଦ୍ଦର୍ଶକୁ ସିଆରସିସିଙ୍କ ଅବମାନନା


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଜିଲ୍ଲାପାଳଙ୍କ ନେିଦ୍ଦର୍ଶକୁ ସିଆରସିସି ଅବମାନନା କରିବା ସହିତ ନୂତନ ସିଆରସିସି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନଥିବା ନେଇ ଅଭେିଯାଗ ହୋଇଛି।ଅଭେିଯାଗ ଅନୁଯାଇ ନଳେଗାହିରା କ୍ଲଷ୍ଟର ର ନୂତନ ସିଆରସିସି ଭୋବ ମେନାଜ ସାହୁ ଙ୍କୁ ଭଦ୍ରକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ନେିଦ୍ଦର୍ଶ କ୍ରେମ ୨୧-୬-୨୫ ରିଖ ପତ୍ରାଙ୍କ ୧୫୪୫ ମେୂଳ ନଳେଗାହିରା କ୍ଲଷ୍ଟର ରେ ନୂତନ ସିଆରସିସି ଭାବେର ଯୋଗ ଦେବାକୁ ଚିଠି କରାଯାଇଥିଲା। ଏହି ଚିଠି ମେୂଳ ୨୩-୬-୨୫ ରେ ମେନାଜ ସାହୁ ଏହି କ୍ଲଷ୍ଟ ରରେ ଯୋଗ ଦେଇଥେôଲ। େହେଲ ଉକ୍ତ କ୍ଲଷ୍ଟରେର ପୂବର୍ରୁ ଦାୟିତ୍ୱ ରେ ଥିବା ସିଆରସିସି ବିରନାରାୟଣ ଦାସ ନୂତନ ସି ଆର ସି ସି ଙ୍କୁ ୨୩-୭-୨୫ ରିଖ ସୁଦ୍ଧା ନୂତନ ସିଆରସିସି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନେିଦ୍ଦର୍ଶ ଥିବା ବେଳେ ସେ ଆଜି ପର୍ଯ୍ୟନ୍ତ ଏହି ଦାୟିତ୍ୱ ହସ୍ତାନ୍ତର କରୁ ନାହାନ୍ତିା ତେବେ ପୂବର୍ତନ ସିଆରସିସି ନୂତନ ସିଆରସିସି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନଥିବା କାରଣରୁ ନୂତନ ସିଆରସିସି ଭାବେର ଦାୟିତ୍ୱ ଗ୍ରହଣ କରିଥିବା ସିଆରସିସି ମେନାଜ ସାହୁ ଙ୍କୁ କ୍ଲଷ୍ଟର ଚଳାଇବା ପାଇଁ ଅନେକ ଅସୁବିଧୋର ସମ୍ମୁଖୀନ ହେବାକୁ ପଡୁଥିବା ସହ ଏହି କ୍ଲଷ୍ଟର ରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ହେଉନଥିବା ସହ ପୂବର୍ତନ ସିଆରସିସି ସମସ୍ତ କାର୍ଯ୍ୟ ରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସେ ତାଙ୍କ ଅଭେିଯାଗେର ଦର୍ଶାଇଛନ୍ତି। େତେବ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ତାଙ୍କୁ ନଳେଗାହିରା କ୍ଲଷ୍ଟର ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ସିଆରସିସି ମେନାଜ ସାହୁ ଚାନ୍ଦବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଅୋର ଜିଲ୍ଲାପାଳ ଙ୍କ ସେମତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଲିଖିତ ଅଭେିଯାଗ କରିଛନ୍ତି। ଏହି ବିଷୟେର ବ୍ଲକ ଶିକ୍ଷା ଧିକାରୀ କୌଣସି ମତ ରଖି ନଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

--------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande