ଜିଲ୍ଲାପାଳ ଓ ପୈାରଧ୍ୟକ୍ଷା ଙ୍କ ସଫେଇ କାର୍ଯ୍ୟକ୍ରମ
କେନ୍ଦ୍ରାପଡା-୫ ଅକ୍ଟୋବର (ହିସ) - କେନ୍ଦ୍ରାପଡା ପୈାରସଂସ୍ଥା ତରଫରୁ ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର ଓ ପୈାରଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ ପୁରୁଣା ବସଷ୍ଟାଣ୍ଡ, ମାଛ ମୋକର୍ଟ ଏବଂ ଆଖପାଖ ପୈାରାଂଚଳ ରେ ସେଫଇ କରିଥେôଲ । ଏଥି ସହିତ ପରିବ
ଜିଲ୍ଲାପାଳ ଓ ପୈାରଧ୍ୟକ୍ଷା ଙ୍କ ସଫେଇ କାର୍ଯ୍ୟକ୍ରମ


କେନ୍ଦ୍ରାପଡା-୫ ଅକ୍ଟୋବର (ହିସ) - କେନ୍ଦ୍ରାପଡା ପୈାରସଂସ୍ଥା ତରଫରୁ ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର ଓ ପୈାରଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ ପୁରୁଣା ବସଷ୍ଟାଣ୍ଡ, ମାଛ ମୋକର୍ଟ ଏବଂ ଆଖପାଖ ପୈାରାଂଚଳ ରେ ସେଫଇ କରିଥେôଲ । ଏଥି ସହିତ ପରିବା ଦୋକାନୀ, ଫଳ ଦୋକାନୀ ଓ ଉଠା ଦୋକାନୀ ମାନଙ୍କୁ ପ୍ଲାଷ୍ଟିକ ପ୍ରଦାନ କରି ଅଳିଆ, ଆବଜର୍ନା ଗୁଡିକୁ ପ୍ଲାଷ୍ଟିକ ଭିତେର ପୁରାଇ ସ୍ୱଚ୍ଛ କମର୍ଚାରୀଙ୍କୁ ପ୍ରଦାନ କରିବା ପାଇଁ ନେିବଦନ କରିଥେôଲ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କାଉନସିଲର ନିରାକାର ସ୍ୱାଇଁ, ପ୍ରଦିପ୍ତ ଜେନା, ସୁକୁମାର ଚାନ୍ଦ, ସ୍ୱାଧୀନ ନାୟକଙ୍କ ସହିତ ସୁପର ଭାଇଜର ପ୍ରମୁଖ ଉପସ୍ଥିତ ଥେôଲ ।

-----------------

--------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande