ନୂଆପଡା ଉପ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତ
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) ନୂଆପଡା ଉପ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ପଶ୍ଚିମ ଓଡିଶା ର ଟାଣୁଆ ନେତା ମାନେ ନୂଆପଡା ରେ ଡେରା ପକାଇଲେଣି । ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ ଙ୍କ ସହ ଅନ୍ୟ କିଛି ନେତା ନୂଆପଡା ଗସ୍ତ କରିଛନ୍ତି । ଅନ୍ୟ ପକ୍ଷରେ ବି
ନୂଆପଡା ଉପ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତ


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) ନୂଆପଡା ଉପ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ପଶ୍ଚିମ ଓଡିଶା ର ଟାଣୁଆ ନେତା ମାନେ ନୂଆପଡା ରେ ଡେରା ପକାଇଲେଣି । ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ ଙ୍କ ସହ ଅନ୍ୟ କିଛି ନେତା ନୂଆପଡା ଗସ୍ତ କରିଛନ୍ତି ।

ଅନ୍ୟ ପକ୍ଷରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ ଉପନିର୍ବାଚନ ପାଇଁ ଶୀଘ୍ର ଦଳ କମିଟି ଘୋଷଣା କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande