ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଳ୍ମୀକି ଜୟନ୍ତୀରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 07 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଳ୍ମୀକି ଜୟନ୍ତୀରେ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ନିଜର ଶୁଭେଚ୍ଛା ବାର୍ତାରେ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଳ୍ମୀକି ଜୟନ୍ତୀର ହାର୍ଦିକ ଶୁଭକାମ
ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଳ୍ମୀକି ଜୟନ୍ତୀରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 07 ଅକ୍ଟୋବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଳ୍ମୀକି ଜୟନ୍ତୀରେ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ନିଜର ଶୁଭେଚ୍ଛା ବାର୍ତାରେ କହିଛନ୍ତି, ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଳ୍ମୀକି ଜୟନ୍ତୀର ହାର୍ଦିକ ଶୁଭକାମନା । ପ୍ରାଚୀନକାଳ ଠାରୁ ଆମ ସମାଜ ଓ ପରିବାର ଉପରେ ତାଙ୍କର ସାତ୍ତ୍ୱିକ ଓ ଆଦର୍ଶ ଚିନ୍ତାଧାରାର ଗଭୀର ପ୍ରଭାବ ରହି ଆସିଛି। ସାମାଜିକ ସମରସତା ଉପରେ ଆଧାରିତ ତାଙ୍କର ବୈଚାରିକ ପ୍ରକାଶପୁଞ୍ଜ ସଦା ଦେଶବାସୀଙ୍କୁ ଆଲୋକିତ କରୁଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande