ନକଲି କଲ୍ ସେଂଟର ମାମଲାରେ ଦିଲ୍ଲୀ- ଏନସିଆରରେ 15ଟି ଠିକଣାରେ ଇଡି ରେଡ୍
ନୂଆଦିଲ୍ଲୀ, 7 ଅକ୍ଟୋବର (ହି.ସ.)- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ ଏକ ''ନକଲି'' କଲ୍ ସେଣ୍ଟର ବିରୁଦ୍ଧରେ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ-ଏନସିଆର୍ (ରାଜଧାନୀ ଅଞ୍ଚଳ) ସହିତ ମୋଟ 15ଟି ସ୍ଥାନରେ ରେଡ୍ କରିଛି। ଔପଚାରିକ ସୂତ୍ର ମୁତାବକ, ଇଡିଟେକ୍ ସପୋର୍ଟ ଠକେଇ ସ
ନକଲି କଲ୍ ସେଂଟର ମାମଲାରେ     ଦିଲ୍ଲୀ- ଏନସିଆରରେ 15ଟି ଠିକଣାରେ ଇଡି ରେଡ୍


ନୂଆଦିଲ୍ଲୀ, 7 ଅକ୍ଟୋବର (ହି.ସ.)- ପ୍ରବର୍ତ୍ତନ

ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ ଏକ 'ନକଲି' କଲ୍ ସେଣ୍ଟର ବିରୁଦ୍ଧରେ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ-ଏନସିଆର୍

(ରାଜଧାନୀ ଅଞ୍ଚଳ) ସହିତ ମୋଟ 15ଟି ସ୍ଥାନରେ ରେଡ୍ କରିଛି।

ଔପଚାରିକ ସୂତ୍ର ମୁତାବକ, ଇଡିଟେକ୍ ସପୋର୍ଟ ଠକେଇ ସଂପୃକ୍ତ ଧନଶୋଧନ ନିବାରଣ ଅଧିନିୟମ ଅନୁଯାୟୀ

ମୁମ୍ବାଇ ସହିତ ଦିଲ୍ଲୀ, ନୋଏଡା ଓ ହରିୟାଣାର ଗୁରୁଗ୍ରାମ ଅଞ୍ଚଳରେ ମୋଟ 15ଟି ସ୍ଥାନରେ ରେଡ୍ କରିଛି। ଏହି କଲ୍

ସେଣ୍ଟରରେ ଅନେକ ବିଦେଶୀଙ୍କୁ ଲକ୍ଷାଧିକ ଆମେରିକୀୟ ଡଲାର ଠକେଇ କରିଥିବା ଅଭିଯୋଗ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande