ଧାମନଗର : ଆଇନ୍‌ଜୀବୀ ପିତବାସ ପଣ୍ଡାଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ଓକିଲଙ୍କ କଲମ ଛାଡ
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ରାଜ୍ୟ ଆଇନଜୀବୀ ପରିଷଦ ର ସଦସ୍ୟ ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ଗୁଳି ମାରୀ ହତ୍ୟା କରା ଯାଇଥିବା ଅଭିଯୋଗ ରେ ରାଜ୍ୟ ଓକିଲ ସଙ୍ଗ ର ନିର୍ଦ୍ଦେଶ କ୍ରମ ରେ ଓକିଲ ମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି। ଏହି ଅବସରରେ ଧାମନଗର ଓକିଲ ସଂଘ ମଧ୍ୟ ବୁଧବାର ଦିନ କଲମ ଛାଡ କରିବାସ
DHAMNAGAR ADVOCATE NKA KALAM CHAD


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ରାଜ୍ୟ ଆଇନଜୀବୀ ପରିଷଦ ର ସଦସ୍ୟ ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ଗୁଳି ମାରୀ ହତ୍ୟା କରା ଯାଇଥିବା ଅଭିଯୋଗ ରେ ରାଜ୍ୟ ଓକିଲ ସଙ୍ଗ ର ନିର୍ଦ୍ଦେଶ କ୍ରମ ରେ ଓକିଲ ମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି। ଏହି ଅବସରରେ ଧାମନଗର ଓକିଲ ସଂଘ ମଧ୍ୟ ବୁଧବାର ଦିନ କଲମ ଛାଡ କରିବାସହ ସ୍ୱର୍ଗତ ପଣ୍ଡା ଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏଥିରେ ସଙ୍ଗ ର ସଭାପତି ଅଶୋକ ଦାସ,ସଧାରଣ ସମ୍ପାଦକ ରଞ୍ଜିତି କୁମାର ମହାନ୍ତି, ଆଇନ୍‌ଜୀବୀ ଅମର ମହାନ୍ତି,ପ୍ରଜ୍ଞା ପରମିତା ଦାସ,ଅମରେନ୍ଦ୍ର ମହାନ୍ତି,ଅଭିରାମ ମହାନ୍ତି,ପର୍ଶୁରାମ ମହାପାତ୍ର,ଗୋପାଳ ବାରିକ,ଅଜିତ ଦାସ, ରାମ ଚନ୍ଦ୍ର ରାଉତ, ସେହ୍ନଶିସ ପଣ୍ଡା,ମିନତି ମଲିକ,ନିରଞ୍ଜନ ଦାସ, ସନ୍ତୋଷ ତ୍ରୀପାଠୀ, ସୁବ୍ରତ ନନ୍ଦ, ବିଷ୍ଣୁ ପତି, ଜଇନୁଲ ଅବେଦିନି, ସୁଦର୍ଶନ ସାମଲ,ସୁବାସ ସାୟନ୍ତ, ଲକ୍ଷ୍ମୀ ନାରାୟଣ ମହାପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ହୋଇ ଏକ ଦାବିପତ୍ର ବିଚାରପତି ଙ୍କୁ ପ୍ରଦାନ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande