ପାଣିରେ ବୁଡ଼ି ଯୁବକ ମୃତ
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ନିଜ ଜେ ଜ ମା ର ଅନ୍ତେଷ୍ଟି କ୍ରିୟା ସାରି ପୋଖରୀ ରେ ଗାଧୋଉ ଥିବା ବେଳେ ବୁଡ଼ି ଯାଇ ଯୁବକ ର ମୃତୁ ହୋଇ ଯାଇ ଅଛି। ଏହି ଜିଲାର ଭଣ୍ଡାରିପୋଖରୀ ଥାନା କୁଶଗଡିଆ ଗାଁ ର ଏହି ମୃତ ଯୁବକ ଙ୍କ ନାମ ବିକ୍ରମ ମଲ୍ଲିକ ୨୮ବୋଲି ଜଣାଯାଇଛି । ସେ ଛତାବର୍ ନେଉଳିଆ ଟୋଲ ଗେଟ ରେ କର୍
ପାଣିରେ ବୁଡ଼ି ଯୁବକ ମୃତ


ଭଦ୍ରକ, ୮ ଅକ୍ଟୋବର (ହି.ସ.) - ନିଜ ଜେ ଜ ମା ର ଅନ୍ତେଷ୍ଟି କ୍ରିୟା ସାରି ପୋଖରୀ ରେ ଗାଧୋଉ ଥିବା ବେଳେ ବୁଡ଼ି ଯାଇ ଯୁବକ ର ମୃତୁ ହୋଇ ଯାଇ ଅଛି। ଏହି ଜିଲାର ଭଣ୍ଡାରିପୋଖରୀ ଥାନା କୁଶଗଡିଆ ଗାଁ ର ଏହି ମୃତ ଯୁବକ ଙ୍କ ନାମ ବିକ୍ରମ ମଲ୍ଲିକ ୨୮ବୋଲି ଜଣାଯାଇଛି । ସେ ଛତାବର୍ ନେଉଳିଆ ଟୋଲ ଗେଟ ରେ କର୍ମଚାରି ଥିବାର ଜଣାଯାଇଅଛି। ଏହି ମୃତ୍ୟୁରେ ନେରଡା ପଂଚାୟତ ରେ ଶୋକର ଛାୟା ଖେଳିଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande