ନୂଆପଡ଼ା ଉପ ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା : ବିଜେପି ରାଜ୍ୟ ପ୍ରଭାରୀ
ଭୁବନେଶ୍ୱର, 8 ଅକ୍ଟୋବର (ହି.ସ.)- ନୂଆପଡା ପାଇଁ ଖୁବଶୀଘ୍ର ବିଜେପି ଘୋଷଣା କରିବ ପ୍ରାର୍ଥୀ । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏନେଇ ସୂଚନା ଦେଇଛନ୍ତି । ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । କୋର କମିଟି ବୈଠକରେ ସେ ନେଇ ହେବ ଆଲୋଚନା । ତେବେ ମନମୋହନ ସାମଲଙ୍କ ନ
ନୂଆପଡ଼ା ଉପ ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା : ବିଜେପି ରାଜ୍ୟ ପ୍ରଭାରୀ


ଭୁବନେଶ୍ୱର, 8 ଅକ୍ଟୋବର (ହି.ସ.)- ନୂଆପଡା ପାଇଁ ଖୁବଶୀଘ୍ର ବିଜେପି ଘୋଷଣା କରିବ ପ୍ରାର୍ଥୀ । ବିଜେପି ରାଜ୍ୟ

ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏନେଇ ସୂଚନା ଦେଇଛନ୍ତି । ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।

କୋର କମିଟି ବୈଠକରେ ସେ ନେଇ ହେବ ଆଲୋଚନା । ତେବେ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବା

ପ୍ରଶ୍ନରେ ପ୍ରଭାରୀ କହିଛନ୍ତି ମୋ ପାଖେ ସେମିତି କିଛି ସୂଚନା ନାହିଁ । କିନ୍ତୁ ବହୁତ

ଆଶାୟୀଙ୍କ ନାମ ରହିଛି ଆଲୋଚନା ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande