ଏବେ ସାତକୋଶିଆକୁ ଆସିବନି ବାଘ
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ଏବେ ସାତକୋଶିଆକୁ ବାଘ ଆସିବାର ନାହିଁ । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ସତକୋଶିଆ ହେଉଛି ବାଘ ଚଳ ପ୍ରଚଳର ଗତିପଥ। କୌଣସି ପଶୁଙ୍କୁ ଛାଡ଼ିବା
ଏବେ ସାତକୋଶିଆକୁ ଆସିବନି ବାଘ


ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ଏବେ ସାତକୋଶିଆକୁ ବାଘ ଆସିବାର ନାହିଁ । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ସତକୋଶିଆ ହେଉଛି ବାଘ ଚଳ ପ୍ରଚଳର ଗତିପଥ। କୌଣସି ପଶୁଙ୍କୁ ଛାଡ଼ିବା ବେଳେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯିବ। ଅନ୍ୟପକ୍ଷରେ ଶିମିଳିପାଳରେ ବାଘ ସଂଖ୍ୟା ବଢୁଛି ବୋଲି କହିଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande