ବଲାଙ୍ଗିର ଦିନର ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 1 ନଭେମ୍ବର (ହି.ସ.)- ବଲାଙ୍ଗିର ଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆମର୍ ବଲାଙ୍ଗିର୍ , ଆମର୍ ଗରବ୍ ଆମର୍ ଗୌରବ୍ । ଆଜି ବଲାଙ୍ଗିର୍ ଦିନ୍ ଉଧେଁ ସମ୍‌କୁ ଶୁଭେଚ୍ଛା ଆର୍
ବଲାଙ୍ଗିର ଦିନର ଶୁଭେଚ୍ଛା ଜଣାଇଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 1 ନଭେମ୍ବର (ହି.ସ.)- ବଲାଙ୍ଗିର ଦିନର ଶୁଭେଚ୍ଛା ଜଣାଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି

ଯେ, ଆମର୍ ବଲାଙ୍ଗିର୍ , ଆମର୍ ଗରବ୍ ଆମର୍ ଗୌରବ୍ । ଆଜି ବଲାଙ୍ଗିର୍ ଦିନ୍ ଉଧେଁ ସମ୍‌କୁ ଶୁଭେଚ୍ଛା ଆର୍

ଅଭିନନ୍ଦନ୍ ଜନଉଛେଁ। ଆସୁନ୍ ସଭେ ମିଶି କରି ଆମର୍ ଜିଲ୍ଲାର ଗୌରବ୍ ଆର୍ ପରମ୍ପରାକେ ଆଗକେ

ବଢ଼ାମା ଆଉ ବଲାଙ୍ଗିର୍ ର ବିକାଶ ଲାଗି ମିଲିତ୍ ପ୍ରୟାସ କରମା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande