ନୂଆପଡ଼ାରେ ବିଜେପି ୪୦ ରୁ ୫୦ ହଜାର ମାର୍ଜିନରେ ଜିତିବ - ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ନୂଆପଡ଼ାରେ ବିଜେପି ୪୦ ରୁ ୫୦ ହଜାର ମାର୍ଜିନରେ ବିଜୟ ଲାଭ କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଓଡ଼ିଶାର ବିକାଶ ସହିତ ନୂଆପଡ଼ାର ବିକାଶ ହେବ। ଲୋକେ ବିଜେପି କୁ ହିଁ ବିକାଶ ପାଇଁ ବାଛିବେ। ଭଲ ମାର୍ଜିନରେ ଆମେ ଜିତିବୁ। ନୂଆ
ନୂଆପଡ଼ାରେ ବିଜେପି ୪୦ ରୁ ୫୦ ହଜାର ମାର୍ଜିନରେ ଜିତିବ - ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ନୂଆପଡ଼ାରେ ବିଜେପି ୪୦ ରୁ ୫୦ ହଜାର ମାର୍ଜିନରେ ବିଜୟ ଲାଭ କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଓଡ଼ିଶାର ବିକାଶ ସହିତ ନୂଆପଡ଼ାର ବିକାଶ ହେବ। ଲୋକେ ବିଜେପି କୁ ହିଁ ବିକାଶ ପାଇଁ ବାଛିବେ। ଭଲ ମାର୍ଜିନରେ ଆମେ ଜିତିବୁ। ନୂଆପଡ଼ାବାସୀ ଜୟ ଢୋଲକିଆକୁ ହିଁ ବାଛିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande