ଅବସରପ୍ରାପ୍ତ ପିଇଓଙ୍କ ବିୟୋଗରେ ଶୋକସଭା
ଘଟଗାଁ ୧୨ନଭେମ୍ବର (ହିସ)ରାଜ୍ୟପିଇଓ ସଂଘର କୋଷାଧ୍ୟକ ପ୍ରତାପ ଚନ୍ଦ୍ର ମହନ୍ତ(୭୫)ଙ୍କ ପରଲୋକର ଖବରପାଇ କେନ୍ଦୁଝର ପିଇଓ ସଂଘର ସଭାପତି ଶ୍ରୀ ମାୟାଧର ବାରିକଙ୍କ ଅଧ୍ୟକ୍ଷତାରେ ଘଟଗାଁ ମାତାରିନିପୀଠ ପରିସରରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଶ୍ରୀମହାନ୍ତ ଙ୍କ ଆତ୍ମାର ସଦଗତି ନିଅନ୍ତେ ୨ମିନିଟ
ଅବସରପ୍ରାପ୍ତ ପିଇଓଙ୍କ ବିୟୋଗରେ ଶୋକସଭା


ଘଟଗାଁ ୧୨ନଭେମ୍ବର (ହିସ)ରାଜ୍ୟପିଇଓ ସଂଘର କୋଷାଧ୍ୟକ ପ୍ରତାପ ଚନ୍ଦ୍ର ମହନ୍ତ(୭୫)ଙ୍କ ପରଲୋକର ଖବରପାଇ କେନ୍ଦୁଝର ପିଇଓ ସଂଘର ସଭାପତି ଶ୍ରୀ ମାୟାଧର ବାରିକଙ୍କ ଅଧ୍ୟକ୍ଷତାରେ ଘଟଗାଁ ମାତାରିନିପୀଠ ପରିସରରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଶ୍ରୀମହାନ୍ତ ଙ୍କ ଆତ୍ମାର ସଦଗତି ନିଅନ୍ତେ ୨ମିନିଟ ନିରବ ପ୍ରାଥନା କରାଯାଇଥିଲା । ସ୍ବର୍ଗତ ଶ୍ରୀମହାନ୍ତ ଜଣେ ଦକ୍ଷସଂଗଠକଓ ଭଗବତ ପ୍ରେମିଥିଲେ। ତାଙ୍କମୃତ୍ୟୁ ସଂଘପାଇଁ ବିରାଟ କ୍ଷତିହେଲାବୋଲି ସଭାର ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଏହି ଶୋକସଭାରେ ରାଜ୍ୟସଙ୍ଘ ସଭାପତି ଗୋବିନ୍ଦଚନ୍ଦ୍ର ଶତପଥୀ ସମ୍ପାଦକ ବିରଞ୍ଚିନାରାୟଣ ପାଳ ଜିଲ୍ଲା ସମ୍ପାଦକ ନରୋତ୍ତମମହାନ୍ତ ଘଟଗାଁର ବାସୁଦେବ ପଲେଇ ପ୍ରଶାନ୍ତ ରାଉତ ସେସଦେବ ବେହେରା ନୃସିଂହଚରଣ ରାଉତ ରଘୁନାଥ ମହାରଣା ପ୍ରମୁଖ ସଭ୍ୟ ଉପସ୍ଥିତ ଥିଲେ ଷ

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande