ବିଜେପି ବଡ଼ ବ୍ୟବଧାନରେ ଜିତିବ - ସୁରେଶ ପୂଜାରୀ
ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ.) - ନୂଆପଡ଼ାରେ ଉପ ନିର୍ବାଚନ ଫଳାଫଳ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଜେପି ବଡ଼ ବ୍ୟବଧାନ ଓ ବିପୁଳ ଭୋଟ୍ ପାଇ ଜିତିବ। ବିଜେପି ଜିତିବାର ସଂକେତ ବିଜେଡି ଦେଇସାରିଛି । ଇଭିଏମ୍ ରେ ତ୍ରୁଟି ଅଭିଯୋଗ ଆଣି ବିରୋଧୀ ହାର
ବିଜେପି ବଡ଼ ବ୍ୟବଧାନରେ ଜିତିବ - ସୁରେଶ ପୂଜାରୀ


ଭୁବନେଶ୍ୱର, ୧୨ ନଭେମ୍ବର (ହି.ସ.) - ନୂଆପଡ଼ାରେ ଉପ ନିର୍ବାଚନ ଫଳାଫଳ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଜେପି ବଡ଼ ବ୍ୟବଧାନ ଓ ବିପୁଳ ଭୋଟ୍ ପାଇ ଜିତିବ। ବିଜେପି ଜିତିବାର ସଂକେତ ବିଜେଡି ଦେଇସାରିଛି । ଇଭିଏମ୍ ରେ ତ୍ରୁଟି ଅଭିଯୋଗ ଆଣି ବିରୋଧୀ ହାରିବା ସଂକେତ ଦେଇ ସାରିଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande