ନୂଆପଡ଼ାରେ ଭଲ ମାର୍ଜିନରେ ଜିତିବୁ - ଜୟନାରାୟଣ ମିଶ୍ର
ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ନୂଆପଡ଼ାରେ ଭଲ ମାର୍ଜିନରେ ଜିତିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ଲୋକେ ସରକାରୀ ଦଳ ସହ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନୂଆପଡ଼ା ଭୋଟର ରାଜୁ ଢ଼ୋଲକିଆଙ୍କ ପରିବାର ସହ ରହିବେ କହିଛନ୍ତି। ମୁଖ୍
ନୂଆପଡ଼ାରେ ଭଲ ମାର୍ଜିନରେ ଜିତିବୁ - ଜୟନାରାୟଣ ମିଶ୍ର


ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ନୂଆପଡ଼ାରେ ଭଲ ମାର୍ଜିନରେ ଜିତିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ଲୋକେ ସରକାରୀ ଦଳ ସହ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନୂଆପଡ଼ା ଭୋଟର ରାଜୁ ଢ଼ୋଲକିଆଙ୍କ ପରିବାର ସହ ରହିବେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆପଡ଼ା ପାଇଁ ଅନେକ ଘୋଷଣା କରିଛନ୍ତି। ନୂଆପଡ଼ାରେ ମେଡିକାଲ୍ କଲେଜ ପାଇଁ ବି ପ୍ରତିଶ୍ରୁତି ଅଛି, ନିଶ୍ଚୟ ଜିତିବୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande