
ଭୁବନେଶ୍ୱର, 12 ନଭେମ୍ବର (ହି.ସ.)
- ବିଜେପି
ଯଦି ଜିତେ ତାହାଲେ ଇଭିଏମ ଜାଲିଆତି ହୋଇଛି ବୋଲି ସ୍ପଷ୍ଟ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।
ସେ କହିଛନ୍ତି ଯେ, ଭୋଟର ନବୀନ ବାବୁଙ୍କୁ ଭଲ ପାଇ ଭୋଟ ଦେଇଛନ୍ତି। କିନ୍ତୁ ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର
କରିଛନ୍ତି। ନୂଆ ଇଭିଏମଆଣି ଭୋଟିଂ
କରିଛନ୍ତି। ଭୋଟ ଚୋରି ପାଇଁ ଆବଶ୍ୟକ ନଥାଇ ବି ଅନେକ ସ୍ଥାନରେ ଇଭିଏମବଦଳିଛନ୍ତି। ହାଇଦ୍ରାବଦଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର
କରିଛନ୍ତି। ଯେଉଁଥିପାଇଁ ସେମାନେ କହୁଛନ୍ତି ଆମେ 30 - 40 ହଜାର ଭୋଟରେ
ଜିତିବୁ ବୋଲି। ବିଜେପି ଯଦି ଜିତେ ତାହାଲେ ଇଭିଏମ ଜାଲିଆତି ହୋଇଛି ବୋଲି ସ୍ପଷ୍ଟ। ଯେଉଁଥିପାଇଁ
ଆମେ ସିଇଓଙ୍କ ନିକଟରେ ଅଭିଯୋଗ କରିଛୁ। ସବୁ ଠିକ୍
ଥିଲେ ଆମେ 10 ହଜାର ଭୋଟରେ
ଜିତିବୁ।
ସେ କହିଛନ୍ତି ଯେ, ଆମ ମହିଳା ପ୍ରାର୍ଥୀଙ୍କୁ ଦେଖି ମହିଳା ଭୋଟର
ଅଧିକ ମତଦାନ କଲେ, ତାହା ବିଜେଡି ସପକ୍ଷରେ ଯିବ । ଭୋଟ ପ୍ରତିଶତ ବଢିଛି ମାନେ ଶୁଭ କଥା। ଭୋଟର ଉତ୍ସାହିତ ହୋଇ ମତଦାନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା