ଚାକିରି ଆଳରେ ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇ ଦଲାଲ ଗିରଫ
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଚାକିରି ଆଳରେ ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇ ଦଲାଲ ଗିରଫ । ଏହାସହିତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରୁ ଏହି ବଡ଼ଧରଣ ମାନବ ଚାଲାଣ ରାକେଟକୁ ଠାବ କରିଛି ଖାରବେଳନଗର ଥାନା ପୁଲିସ । ରାକେଟ ପାଇଁ ହୋଟେଲ୍‌ରୁ
ଚାକିରି ଆଳରେ ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇ     ଦଲାଲ ଗିରଫ


ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଚାକିରି ଆଳରେ ନାବାଳିକାଙ୍କୁ ଅନୈତିକ

କାର୍ଯ୍ୟରେ ଲଗାଇ ଦଲାଲ ଗିରଫ । ଏହାସହିତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରୁ

ଏହି ବଡ଼ଧରଣ ମାନବ ଚାଲାଣ ରାକେଟକୁ ଠାବ କରିଛି ଖାରବେଳନଗର ଥାନା ପୁଲିସ । ରାକେଟ ପାଇଁ ହୋଟେଲ୍‌ରୁ

ଚାଲୁଥିବା ଡିଲ୍‌ । ଏହି ଘଟଣାରେ ସମ୍ପୃକ୍ତି

ଦଲାଲକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ

ୟୁନିଟ୍‌- ୩ ମସଜିଦ୍‌ କଲୋନୀର ମହେନ୍ଦ୍ର ପାତ୍ର । ନାବାଳିକାଙ୍କ ଘର ଢେଙ୍କାନାଳ ଅଞ୍ଚଳର ବୋଲି

ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande