
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ପୋଲିସ ସବଇନସପେକ୍ଟର ନିଯୁକ୍ତି ମାମଲା
। ମାମଲା ରୁଜୁ କଲା ସିବିଆଇ । ଭୁବନେଶ୍ୱର ସିବିଆଇଶାଖା ପକ୍ଷରୁ ମାମଲା ରୁଜୁ
ହୋଇଥିବା ସୂଚନା ମିଳିଛି । ଜଣେ ଡିଏସପିପାହ୍ୟାର ଅଧିକାରୀଙ୍କ
ନେତୃତ୍ୱରେ ହେବ ତଦନ୍ତ । ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ତଥ୍ୟ ନେବ ସିବିଆଇ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା